ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟସରକାର ଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

ମେଡିକାଲ କଲେଜ ପ୍ରତିଷ୍ଠା  ନେଇ ରାଜ୍ୟସରକାର ଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ
ମେଡିକାଲ କଲେଜ ପ୍ରତିଷ୍ଠା  ନେଇ ରାଜ୍ୟସରକାର ଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

ଭୁବନେଶ୍ୱର, ଆଜି ବିଜେପି ପାର୍ଟି ଅଫିସ ରେ ବିଜେପି ମୁଖ୍ୟପାତ୍ର  ଲେଖାଶ୍ରୀ ସାମନ୍ତ ସିଂହାର ପ୍ରେସ ମୀଟିଙ୍ଗରେ ବିଜେଡି ଘୋଷଣା କରିଥିବା ମେଡିକାଲ କଲେଜ ବିଷୟରେ ତଥ୍ୟ ରହି ଥିଲେ।  ଲେଖା ଶ୍ରୀ କହିଥିଲେ ପ୍ରଧାନ ମନ୍ତ୍ରୀ ଓଡିଶାକୁ ମେଡିକାଲ କଲେଜ ପାଇଁ ଘୋଷଣା କରିଥିଲେ। ସବୁ  ଜିଲ୍ଲାରେ ହସ୍ପିଟାଲ ହେବ ଏବଂ କେନ୍ଦ୍ର ସରକାର 60%ଏବଂ ରାଜ୍ୟସରକାର 40% ଅର୍ଥ ଦେବ।

 ଏହାକୁ ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କୁ କ୍ରେଡିଟ ଦେଉନାହାନ୍ତି। କିନ୍ତୁ ସବୁ ଯୋଜନା ରାଜ୍ୟ କରି ଇଲେକ୍ସନ ରେ ପ୍ରଚାର କଲେ ଏବଂ ଲେଖା ଶ୍ରୀ ବିଜେଡିକୁ ପ୍ରଚାରି ଛନ୍ତି 7କଲେଜ ହସ୍ପିଟାଲ ବିଜେଡି କେତେ ଦେଇ ଛି ଉତ୍ତର ଦେବେ କି ବୋଲି କହିଥିଲେ।