ମୁଣ୍ଡବିହୀନ ଶବ ମିଳିବା ଘଟଣା, ପୁଲିସକୁ ମିଳିଲା ମୃତ ମହିଳାଙ୍କ ପରିଚୟ

ମୁଣ୍ଡବିହୀନ ଶବ ମିଳିବା ଘଟଣା, ପୁଲିସକୁ ମିଳିଲା ମୃତ ମହିଳାଙ୍କ ପରିଚୟ
ମୁଣ୍ଡବିହୀନ ଶବ ମିଳିବା ଘଟଣା, ପୁଲିସକୁ ମିଳିଲା ମୃତ ମହିଳାଙ୍କ ପରିଚୟ

ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଗତ ମାସରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ପରେ ତାଙ୍କ ପରିଚୟ ଜାଣିବାକୁ କମିଶନରେଟ ପୁଲିସ ଉଦ୍ୟମ ଜାରି ରଖିଥିଲା ବେଳେ କମିଶନରେଟ ପୁଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି। ଖୁବଶୀଘ୍ର କମିଶନରେଟ୍‌ ପୁଲିସ ଏ ନେଇ ସମସ୍ତ ତଥ୍ୟ ପ୍ରେସମିଟ୍‌ ଜରିଆରେ ସୂଚନା ଦେବେ ବୋଲି ଜଣାପଡିଛି ।