ମମତାଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

ମମତାଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ
ମମତାଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସିମ ବାନାର୍ଜୀଙ୍କ ପରଲୋକ ଘଟିଛି। କରୋନା ସଂକ୍ରମିତ ଥିବା ଅସିମ ମାସେ ହେବ କୋଲକାତାର ମେଡିକା ସୁପରସ୍ପେଶିଆଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମେଡିକା ସୁପରସ୍ପେଶିଆଲିଟି ହସ୍ପିଟାଲର ଅଧ୍ୟକ୍ଷ ଡା. ଆଲୋକ ରାୟ ଏସମ୍ପର୍କରେ ସୂଚନା ଦେଇଛନ୍ତି।