Saturday, February 8, 2025
30 C
Odisha

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଶ୍ରମିକ ଗୁରୁତର

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଜଳେଶ୍ୱର ବଣିଦା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଶ୍ରମିକଙ୍କୁ ନେଇ ମୟୂରଭଞ୍ଜ ନୂଆଡିହିରୁ କର୍ମର୍ଦ୍ଦା ଯାଉଥିବା ଏକ ଗାଡ଼ି ଭାରସାମ୍ୟ ହରାଇ ଓଲଟଯିିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର ଆହତ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    17 %
    2.8kmh
    2 %
    Sat
    32 °
    Sun
    33 °
    Mon
    34 °
    Tue
    36 °
    Wed
    37 °

    ସମ୍ବନ୍ଧିତ