Monday, January 19, 2026
14.6 C
Odisha

    ମହାନଦୀରେ ଭାସିଗଲେ କାଉଡ଼ିଆ

    ଆଗକୁ ପଢନ୍ତୁ

    କଟକ:-ମହାନଦୀରେ ଭାସିଗଲେ କାଉଡ଼ିଆ । ତାଳଦଣ୍ଡା କେନାଲ ଭଦିମୂଳ ଘାଟରେ ଅଘଟଣ । ମହାନଦୀରେ ଭାସିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ । ଶ୍ରାବଣ ମାସ ସୋମବାର ପାଇଁ ରବିବାର କାଉଡିଆମାନେ ମହାନଦୀରୁ ପାଣି ଉଠାଉଥିଲେ। ଏହି ସମୟରେ ଜଣେ କାଉଡିଆ ପାଣିରେ ବୁଡିଯାଇ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    50 %
    1.6kmh
    0 %
    Mon
    31 °
    Tue
    31 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ