Sunday, December 7, 2025
15.9 C
Odisha

    ମୁଖ୍ୟମନ୍ତ୍ରୀ ଉପସ୍ଥିତରେ ବିଜେପି କାର୍ଯ୍ୟାଳୟରେ ଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ନୂଆପଡାର ନବ ନିର୍ବାଚିତ ବିଜେପି ବିଧାୟକ ଜୟ ଢୋଲକିଆ । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଜୟଙ୍କୁ ସ୍ୱାଗତ କରିବା ସହ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜୟ ନିଜ ମାଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବିଧାୟକ ଏବଂ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାତ୍ର ୧୬ମାସର ସରକାର ଉପରେ ନୂଆପଡା ବାସୀ ବିଶ୍ୱାସ ଓ ଭରସା କରି ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇଛନ୍ତି । ଏହା ଆମ ପାଇଁ ବଡ କଥା । ୮୩ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ଜୟ ଢୋଲକିଆ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    15.9 ° C
    15.9 °
    15.9 °
    43 %
    1.7kmh
    35 %
    Sun
    16 °
    Mon
    26 °
    Tue
    26 °
    Wed
    26 °
    Thu
    27 °

    ସମ୍ବନ୍ଧିତ