ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଭିକେ ପାଣ୍ଡିଆନ୍
ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। ଭୁବନେଶ୍ୱର ୟୁନିଟ-୬, କ୍ୟାପିଟାଲ ହାଇସ୍କୁଲ୍, ୟୁନିଟ-୯ ଗାର୍ଲସ୍ ହାଇସ୍କୁଲ, ଆଇଆରସି ଭିଲେଜ ସ୍କୁଲ ପରିଦର୍ଶନ କରିଛନ୍ତି ୫ଟି ସଚିବ।
Comments (0)