Wednesday, July 2, 2025
24.5 C
Odisha

    ରଥାରୂଢ ହେଲେ ୩ ଠାକୁର

    ଆଗକୁ ପଢନ୍ତୁ

    ନନ୍ଦିଘୋଷରେ ବିଜେକଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ । ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳି ନାଦରେ ପ୍ରକମ୍ପିତ ହେଲା ପରିବେଶ । ରଥାରୂଢହେଲେ ୩ ଠାକୁର । ତାଳଧ୍ୱଜରେ ବଡ ଠାକୁର, ଦର୍ପଦଳନରେ ମା ସୁଭଦ୍ରା ବିଜେ କରିଛନ୍ତି । ରଥାରୂଢ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    88 %
    1.6kmh
    100 %
    Wed
    26 °
    Thu
    30 °
    Fri
    25 °
    Sat
    28 °
    Sun
    28 °

    ସମ୍ବନ୍ଧିତ