Friday, December 12, 2025
14.9 C
Odisha

    ରାଜଧାନୀ ଭୁବନେଶ୍ୱର ୪ନଂ ଆମିଷ ବଜାରରୁ ହଟିବ ଜବରଦଖଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଭୁବନେଶ୍ୱର ୪ନଂ ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ଏନେଇ ବିଏମସି ଅଧିକାରୀଙ୍କ ସହ ସମୀକ୍ଷା ପରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ମେୟର କହିଛନ୍ତି ଯେ ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ । ଆମିଷ ଆବର୍ଜନାକୁ ଏଣେତେଣେ ନଫିଙ୍ଗିବାକୁ ମେୟର ତାଗିଦ କରିଛନ୍ତି । ପ୍ଲାଷ୍ଟିକ୍‌ ଡ୍ରମରେ ଆବର୍ଜନା ରଖିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନିୟମ ନମାନିଲେ ଅମାନିଆଙ୍କ ଉପରେ କଡଶ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.9 ° C
    14.9 °
    14.9 °
    47 %
    1.6kmh
    0 %
    Fri
    15 °
    Sat
    27 °
    Sun
    27 °
    Mon
    28 °
    Tue
    28 °

    ସମ୍ବନ୍ଧିତ