Monday, April 27, 2026
28.7 C
Odisha

    ଲକ୍ଷ୍ମୀ ବସ କୁ ଧକ୍କା ଦେଲା ହାଇୱା ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର୍

    ଆଗକୁ ପଢନ୍ତୁ

    ସିନାପାଲି : ଆଜି ପ୍ରାୟ ଅପରାହ୍ନ ଦୁଇ ଘଣ୍ଟା ସମୟରେ ଦେଭୋଗ୍ ରାସ୍ତାରେ ସିଙ୍ଗଝର ପଟୁ ଆସୁଥିବା ଲକ୍ଷ୍ମୀ ବସକୁ ଗୋଡାଲ ନିକଟରେ ଏକ ସିମେଣ୍ଟ ଦୋକାନ ରେସିମେଣ୍ଟ ଅନଲୋଡ କରି ରାସ୍ତା ଉପର କୁ ହଠାତ ମାଡ଼ି ଆସିଥିବା ହାଇୱା ଗାଡ଼ି ରେ ଧକ୍କା ହୋଇଥିଲା l ଫଳରେ ବସଟି ଜମି ଭିତର କୁ ଖସି ପଡ଼ିଥିଲା l ବସରେ ଅନ୍ୟ କୌଣସି ଯାତ୍ରୀ ନ ଥିବା ବେଳେ ଏଥିରେ ଥିବା ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ଅଛନ୍ତି l  ଦୁର୍ଘଟଣା କରି ହାଇୱା ଫେରାର ମାରିଥିବା ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    59 %
    2.9kmh
    10 %
    Sun
    30 °
    Mon
    43 °
    Tue
    44 °
    Wed
    44 °
    Thu
    42 °

    ସମ୍ବନ୍ଧିତ