Saturday, December 13, 2025
14.9 C
Odisha

    ଲେଉଟିବ ଶୀତ, ଘନ କୁହୁଡିର ଆସ୍ତରଣରେ ଜନଜୀବନ ଅସ୍ତବ୍ୟସ୍ତ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର : ଲେଉଟିବ ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । କୋରାପୁଟ, ସୁନ୍ଦରଗଡ଼ ଝାରସୁଗୁଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଘନ କୁହୁଡି ।  ଘନ କୁହୁଡିର ଆସ୍ତରଣରେ ଜନ ଜୀବନ ଅସ୍ତବ୍ୟସ୍ତ । ଦିନ ୧୦ଟା ନହେଲେ ଘରୁ ପଦାକୁ ବାହାରିବା ମୁସକିଲ ହୋଇ ପଡୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.9 ° C
    14.9 °
    14.9 °
    47 %
    1.6kmh
    0 %
    Fri
    15 °
    Sat
    27 °
    Sun
    27 °
    Mon
    28 °
    Tue
    28 °

    ସମ୍ବନ୍ଧିତ