ଶୁକ୍ରବାର ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ୫ ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶୁକ୍ରବାର   ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି  ୫ ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର
ଶୁକ୍ରବାର   ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି  ୫ ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ  ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

 

ମେଷ :- ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ରରେ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ । ସନ୍ତାନଙ୍କ ତରଫରୁ ନିରାଶା ଜନକ ଖବର ଶୁଣି ମନ ଦୁଃଖ ହୋଇବ । ସାମାଜିକ ଖ୍ୟାତିର ଧ୍ୟାନ ରଖନ୍ତୁ, କୌଣସି ଗୁପ୍ତଶତ୍ରୁ ଆପଣଙ୍କୁ ଅସୁବିଧାରେ ପକାଇ ପରେ । ପାରିବାରିକ ଜୀବନ ଚିନ୍ତାଗ୍ରସ୍ତ ହୋଇପାରେ କିନ୍ତୁ ପ୍ରିୟ ଜନଙ୍କ ସହିତ ସମୟ ଆମୋଦ ପ୍ରୋମୋଦରେ ବ୍ଯତୀତ ହେବ । ସନ୍ଧ୍ଯା କାଳରେ କୌଣସି ପଡିରହିଥିବା କାମ ହେବାକୁ ଲାଗିବ ।

ବୃଷ :- ଆଜିର ଦିନ ସନ୍ତୋଷ ଆଉ ଶାନ୍ତିର ସହିତ ବ୍ଯତୀତ ହେବ । ରାଜନୈତିକ କ୍ଷେତ୍ରରେ କରିଥିବା କାମରେ ସଫଳ ହେବେ ଓ ଜଣ ସମ୍ପର୍କ ଦ୍ଵାରା ଲାଭ ମଧ୍ୟ ହେବ । ରାଜନୈତିକ କ୍ଷେତ୍ରରେ ଯୋଗ୍ୟତା ବଢାଇବାରେ ସଫଲତା ମିଳିବ । ନୂଆ କନଟ୍ର୍ଯାକ୍ଟ  ଦ୍ଵାରା ପଦ ବା ପ୍ରତିଷ୍ଠାରେ ବୃଦ୍ଧି ହେବ । ପିତାଙ୍କ ସହଯୋଗ ଆଶୀର୍ବାଦ ମିଳିବ ଓ ସନ୍ତାନ ପକ୍ଷରୁ କିଛି ଖୁସି ମିଳିପାରେ । ଆଜି ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ପରିବାରରେ ମାଙ୍ଗଳିକ କାର୍ଯ୍ୟ କ୍ରମର ରୂପ ରେଖ ବନିବ । ଆର୍ଥିକ ସ୍ଥିତି ମଜଭୁତ ହେବ ଓ ପାରିବାରିକ ସମ୍ପତିରେ ବୃଦ୍ଧି ହୋଇପାରେ । ସନ୍ତାନର ଶିକ୍ଷା ବା କୌଣସି ପ୍ରତିଯୋଗିତାରେ ସଫଳତାର ସମାଚାର ମିଳିବ ଦ୍ଵାରା ମନ ଖୁସି ରହିବ । ବ୍ୟାପାରରେ ନୂଆ ସଉଦାର ଲାଭ ହେବ ଦ୍ଵାରା ଲାଭର ସ୍ଥିତି ବନିବ । କୌଣସି ମୁଲ୍ଯବାନ ବସ୍ତୁର ହଜିବା ବା ଚୋରୀ ହେବାର ଭୟ ଲାଗିରହିବ । ଆଜି ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

କର୍କଟ :- ଭାଇ ଭଉଣୀଙ୍କ ସହିତ ଉତ୍ତମ ସମୟ ବ୍ଯତୀତ ହେବ ଓ ପରିବାର ସହିତ ଯାତ୍ରାରେ ଯିବାର ପ୍ଳାନ ମଧ୍ୟହୋଇବ । ବହୁତ ଭଲ ସମ୍ପତି ପ୍ରାପ୍ତିର ଯୋଗ ବନୁଛି ଓ ଆଜୀବିକା କ୍ଷେତ୍ରରେ ପ୍ରଗତି ହେବ । ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ ଓ ସନ୍ତାନର ଦାଇତ୍ଵର ସମ୍ପୂର୍ଣ ହୋଇବ । ନୂଆ ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ନେତୃତ୍ବରେ  କରାଯାଇଥିବା କାମରେ ସଫଳତା ମିଳିବ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

ସିଂହ :- ପରିବାରର ଛୋଟ ସଦସ୍ୟଙ୍କ ସହିତ ବହୁତ ଭଲ ସମୟ ବ୍ଯତୀତ ହେବ ଓ ପ୍ରେମ ଜୀବନରେ ସାଥିର ସଫଳତା ଦ୍ଵାରା ମନ ଖୁସି ରହିବ । ଆମଦାନୀର ନୂଆ ସ୍ରୋତ ବନିବ । ଭଲ ବ୍ୟବହାର ଦ୍ଵାରା ଆପଣଙ୍କୁ ସନମାନ ମିଳିବ । ଛାତ୍ରଙ୍କୁ କୌଣସି ପ୍ରତିଯୋଗିତାରେ ବିଶେଷ ସଫଳତା ମିଳିବ । ଆଖି ଖରାପ ହେବା କାରଣରୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିପାରେ । ଆପଣଙ୍କ ଶତ୍ରୁ ନିଜ ଭିତରେ ଲଢିକି ନଷ୍ଟ ହୋଇଯିବେ । ଭାଗ୍ୟ ୮୨ ପ୍ରତିଶତ ସହଯୋଗ କରିବ ।