ଶରୀରର ୫ ଚିହ୍ନ ଯାହା କହିଥାଏ ଆପଣ ବହୁତ ବୁଦ୍ଧିମାନ

ଶରୀରର ୫ ଚିହ୍ନ ଯାହା କହିଥାଏ ଆପଣ ବହୁତ ବୁଦ୍ଧିମାନ
ଶରୀରର ୫ ଚିହ୍ନ ଯାହା କହିଥାଏ ଆପଣ ବହୁତ ବୁଦ୍ଧିମାନ

ବୁଦ୍ଧିମାନ ଏହି ଶବ୍ଦ ଆପଣଙ୍କ ମୁଣ୍ଡରେ କେବେ ନା କେବେ ନିଶ୍ଚିତ ଆସଥିବ ଓ ଯେତେବେଳ ବି ଆପଣଙ୍କ ମୁଣ୍ଡରେ ଏହି ଶବ୍ଦ ଆସିଥାଏ ତେବେ ଦୁନିଆର କେତେକ ବଡ ବଡ ବୈଜ୍ଞାନିକମାନଙ୍କ ନାଁ ଆପଣଙ୍କ ମୁଣ୍ଡରେ ନିଶ୍ଚିତ ଆସିଥିବ । ଏମିତିରେ ଆଜି ଆମେ ଆପଣଙ୍କୁ ୧୦ ଟି ଏମିତି ସଂକେତ ବିଷୟରେ କହିବୁ ଯାହା ବୁଦ୍ଧିମାନ ଲୋକମାନଙ୍କ ମଧ୍ୟରେ ଦେଖାଯାଇଥାଏ । ଯଦି ଆପଣଙ୍କ ଭିତରେ ଯଦି ସେହି ସଂକେତ ଅଛି ତେବେ ଆପଣ ବି ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ।

ସମାଜ ଠାରୁ ଦୂରେଇ ରହିବା: ଯେଉଁମାନେ ବୁଦ୍ଧିମାନ ହୋଇଥାନ୍ତି ସେମାନ ସମାଜର ଲୋକମାନଙ୍କ ଠାରୁ ବହୁତ ଦୂରେଇ ରୁହନ୍ତି । ଏହା ସତ୍ୟ ଅଟେ । ଅର୍ଥାତ ଯେଉଁ ବ୍ୟକ୍ତି ଲୋକମାନଙ୍କ ସହ କିମ୍ବା ଅଧିକ ସାମାଜିକ ସମ୍ପର୍କ ରଖିଥାଏ ସେ ବହୁତ ଅଧିକ ବ୍ୟସ୍ତ ରହିଥାଏ । ଏମିତିରେ ସେ କୌଣସି ବି କାମ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରି ପାରେ ନାହିଁ । କିନ୍ତୁ ଯିଏ ବୁଦ୍ଧିମାନ ବ୍ୟକ୍ତି ହୋଇଥାଏ ସେ ବହୁତ କମ ବନ୍ଧୁ ରଖିଥାଏ । ଏହା ସହିତ ସୋସିଆଲ ମିଡିଆ ଠାରୁ ବି ଦୂରେଇ ରୁହନ୍ତି ।

ଆଙ୍ଗୁଠିରେ ଚନ୍ଦ୍ରମା : ରିସର୍ଚ ଦ୍ଵାରା ଜଣା ପଡିଛି କି ଯଦି କୌଣସି ବ୍ୟକ୍ତିର ବୁଢା ଆଙ୍ଗୁଠିର ନଖ ଉପରେ ଚନ୍ଦ୍ରମା ଅଛି ତେବେ ସେମାନେ ବହୁତ ଜ୍ଞାନୀ ହୋଇଥାନ୍ତି ।

ହାତରେ X ଚିହ୍ନ: ଯଦି ଆପଣଙ୍କ ହାତ ରେଖା ମଝିରେ X ଚିହ୍ନ ଅଛି ତେବେ ବୁଝି ଯାଆନ୍ତୁ କି ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ଓ ଏହା ପ୍ରାୟତଃ ଭାରତୀୟ ବ୍ୟକ୍ତିମାନଙ୍କ ହାତରେ ଦେଖାଯାଇଥାଏ । ଅର୍ଥାତ ପ୍ରାୟତଃ ଭାରତୀୟ ବୁଦ୍ଧିମାନ ହୋଇଥାନ୍ତି ।

ବୁଦ୍ଧିର ଭୋକ : ଜଣେ ବୁଦ୍ଧିମାନ ବ୍ୟକ୍ତି ସବୁବେଳେ ପଢିବା ପାଇଁ କିମ୍ବା ଜ୍ଞାନ ହାସଲ କରିବା ପାଇଁ ଚେଷ୍ଟା କରିଥାଏ । ପଢିବା, ରିସର୍ଚ କରିବା ଇତ୍ୟାଦି । ଜଣେ ଜ୍ଞାନୀ ବ୍ୟକ୍ତି କେବେ ବି ନିଜର ଟାଇମକୁ ବର୍ବାଦ ହେବାକୁ ଦିଏ ନାହିଁ ।

ରାତିରେ ଚାହିଁବା : ଯଦି ଆପଣ ରାତି ରାତି ନ ଶୋଇ କୌଣସି କାମ କିମ୍ବା ପଢିବାକୁ ପସନ୍ଦ କରନ୍ତି ତେବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ।