Sunday, December 7, 2025
15.9 C
Odisha

    ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା, ଜଳିଗଲେ ଛାତ୍ର

    ଆଗକୁ ପଢନ୍ତୁ

    ପୁରୀ : ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା । ଷ୍ଟଣ୍ଟ ଦେଖାଇବା ବେଳେ ଜଳିଗଲେ ଛାତ୍ର । ବ୍ରହ୍ମଗିରି ବ୍ଲକ ବାଲୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜଳିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟ ଭିତରେ ଥିବା ପ୍ରେଟୋଲ ବୋତଲରୁ ପ୍ରେଟୋଲ ନେଇ ଷ୍ଟଣ୍ଟ ଦେଖାଉଥିଲେ ୨ଜଣ ଛାତ୍ର । ନିଆଁ ଲାଗି ପୋଡିଯାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    15.9 ° C
    15.9 °
    15.9 °
    43 %
    1.7kmh
    35 %
    Sun
    16 °
    Mon
    26 °
    Tue
    26 °
    Wed
    26 °
    Thu
    27 °

    ସମ୍ବନ୍ଧିତ