ସକାଳୁ ଉଠିଲା ପରେ, ଏମାନଙ୍କର ମୁହଁ ଚାହିଁଲେ ହୋଥାଏ ଶୁଭ, ହୁଏ ଖାଲି ଟଙ୍କା ବର୍ଷା

ସକାଳୁ ଉଠିଲା ପରେ, ଏମାନଙ୍କର ମୁହଁ ଚାହିଁଲେ ହୋଥାଏ ଶୁଭ, ହୁଏ ଖାଲି ଟଙ୍କା ବର୍ଷା
ସକାଳୁ ଉଠିଲା ପରେ, ଏମାନଙ୍କର ମୁହଁ ଚାହିଁଲେ ହୋଥାଏ ଶୁଭ, ହୁଏ ଖାଲି ଟଙ୍କା ବର୍ଷା

ଆପଣ ସକାଳୁ ଉଠିବା ସମୟରେ କେଉଁ ସବୁ ଜିନିଷ ଦେଖିବା ବା ଶୁଣିଲା ମାନେ ଆମର ବହୁତ ଭଲ ହୋଇଥାଏ ଓ ପୁରା ଦିନ ମଙ୍ଗଳ ମୟରେ କଟିଥାଏ । ଯଦି ଆପଣ ସକାଳୁ ଥିବା ମାତ୍ରେ ସକରାତ୍ମକ ଜିନିଷ ଦେଖିଲେ ବହୁତ ଶୁଭ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ସେହି ସକରାତ୍ମକ ଜିନିଷ ଗୁଡିକ ବିଷୟରେ । ସକାଳୁ ଉଠିଲା ପରେ ଯଦି ଆପଣ ଘଣ୍ଟି, ବା ଶଙ୍ଖର ଶବ୍ଦ ଶୁଣନ୍ତି ଏବଂ ଭଜନ ଶୁଣନ୍ତି ତେବେ ଆପଣଙ୍କର ଦିନ ବହୁତ ଭଲରେ କଟିଥାଏ । ଯଦି ଆଖି ଖୋଲିବା ସମୟରେ କ୍ଷୀର ପାତ୍ର ଉପରେ ନଜର ପଡେ ତେବେ ସେହିଦିନ ନିଜର ଭଲରେ କଟିଥାଏ ଓ ଶୁଭ ହୋଇଥାଏ । ଯଦି ଆପଣ କେଉଁ କାମରେ ବାହାରକୁ ଯାଉଛନ୍ତି ତେବେ ସେହି କାର୍ଯ୍ୟ ନିଶ୍ଚୟ ସମ୍ପୂର୍ଣ ହେବ । 

ଶାସ୍ତ୍ର ଅନୁସାରେ ବହୁତ ଏପରି ଜିନିଷ ଅଛି ଯାହା ଆମେ ଶୁଣିବା ବା ଦେଖିବା ଦ୍ଵାରା ଆମର ବହୁତ ଶୁଭ ହେବା ସହିତ ଆମର ସବୁ କାର୍ଯ୍ୟ ବହୁତ ଶୀଘ୍ର ପୂର୍ଣ୍ଣ ହୋଇଯାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଦେଖିବା ଦ୍ଵାରା ଆପଣଙ୍କର ବହୁତ ଶୁଭ ହୋଇଥାଏ । ଯଦି ସକାଳୁ ଆପଣଙ୍କ ଘର ପାଖକୁ ଆସି କେହି ଜଣେ ଭିକାରି ଭିକ ମାଗିବାକୁ ଆସେ ତେବେ ଆପଣ ଜାଣି ନେବେକି ନିଜେ ଦେଇଥିବା ଧନ ଏବେ ଆପଣଙ୍କ ପାଖକୁ ଆସିବ ।

 

ତେଣୁ ଭିକାରି ଦେଖି କେବେ ହେଲେ ରାଗନ୍ତୁ ନାହିଁ ବା ମନ କଷ୍ଟ କରନ୍ତୁ ନାହିଁ । ଏବଂ ଆପଣଙ୍କର ଦିନକୁ ବହୁତ ମଙ୍ଗଳ ମଧ୍ୟ ହୋଇଥାଏ ଓ ତାଙ୍କୁ ଦେଖି କେବେ ହେଲେ ଘର ପାଖରୁ ଫେରାଇ ଦିଅନ୍ତୁ ନାହିଁ ବରଂ ତାଙ୍କୁ କିଛି ଦାନ ଦେଇ ସେଠାରୁ ଛାଡନ୍ତୁ । ନିଜେ ଯଦି କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯିବା ସମୟରେ ଦୁଧିଆଳୀ ଗାଈ ବା ଶୋଭାଗ୍ୟବତୀ ଓ ଚରିତ୍ର ବାନ ମହିଳା ଆପଣ ଦେଖନ୍ତି । ତେବେ ଯେଉଁ କାର୍ଯ୍ୟରେ ଆପଣ ଯାଉଥିବେ ସେଥିରେ ଆପଣ ନିଶ୍ଚୟ ସଫଳ ପାଇବେ । ସକାଳୁ ଉଠିଲା ପରେ ଯଦି କୌଣସି ବ୍ୟକ୍ତିକୁ ଗୁଡ ନେଇ ଯିବାର ଦେଖିବେ ତେବେ ଆପଣ ଏହା ଜାଣି ରଖିବେ କି ଆପଣଙ୍କର ଦିନ ବହୁତ ଭଲରେ କାଟିବା ସହିତ ଯେଉଁ କାର୍ଯ୍ୟରେ ବାହାରକୁ ଯିବା ପାଇଁ ଚାହୁଞ୍ଚନ୍ତି ତେବେ ସେହି କାର୍ଯ୍ୟ ବହୁତ ଶୀଘ୍ର ସଫଳତା ମିଳିଯିବ ଓ ନିଜ ପାଇଁ ବହୁତ ଲାଭ ମଧ୍ୟ ହେବ । 

ସକାଳୁ ଉଠି କୌଣସି କାମରେ ବାହାରକୁ ଯାଉଥିବା ସମୟରେ ଯଦି କେହି ପୁରୁଷ ବା ନାରିକୁ ଏକ ଜଳ ପୂର୍ଣ୍ଣ ପାତ୍ର ନେଇ ଯିବାର ଦେଖିଲେ ତେବେ ଏହା ଆପଣଙ୍କୁ ବହୁତ ଶୁଭ ଫଳ ଦେଇଥାଏ । ସେହି ପରି ଯଦି କେହି ପୁରୁଷ ବା ନାରିକୁ ଏକ କ୍ଷୀର ପୂର୍ଣ୍ଣ ପାତ୍ର ନେଇ ଯିବାର ଦେଖିଲେ ତେବେ ଏହା ଆପଣଙ୍କୁ ସୂଚାଉଛି କି ଆପଣଙ୍କର ଏବେ ଶୁଭ ସମୟ ଖୁବ ଶୀଘ୍ର ଆସିବାକୁ ଯାଉଛି ।