ସୂଚନା ପ୍ରସାରଣ, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଭାବେ ଶପଥ ନେଲେ ଅନୁରାଗ ଠାକୁର

ସୂଚନା ପ୍ରସାରଣ, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଭାବେ ଶପଥ ନେଲେ ଅନୁରାଗ ଠାକୁର
ସୂଚନା ପ୍ରସାରଣ, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଭାବେ ଶପଥ ନେଲେ ଅନୁରାଗ ଠାକୁର

କ୍ୟାବିନେଟ ପଦୋନ୍ନତି ପାଇଥିବା ଅନୁରାଗ ଠାକୁର ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଦେଇଥିବା ଏହି ଦାୟିତ୍ୱ ଭାରକୁ ସେ ସଠିକ ଭାବେ ପରିଚାଳନା କରିବାକୁ ଚେଷ୍ଟା କରିବେ।