ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ
ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ରାଜ୍ୟରେ କୋଭିଡ ଲକଡାଉନ କାରଣରୁ ସ୍ଥଗିତ ରହିଥିବା ଜଣାପଡ଼ିଛି। ମେ ୧୬ରେ ଉପ ନିର୍ବାଚନ ହେବାର ଥିଲା।