Saturday, July 19, 2025
25.4 C
Odisha

    ସବୁ ବୁଲା କୁକୁରଙ୍କୁ କରାଯିବ ଟିକାକରଣ : ୨୦୩୦ ସୁଦ୍ଧା ରାଜ୍ୟ ହେବ ଜଳାନ୍ତକ ମୁକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଚିକାକରଣ କରାଯିବ । ଏନେଇ ସବୁଠି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବ । ୨୦୩୦ ମସିହା ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ଜଳାନ୍ତକ ମୁକ୍ତ କରାଯିବ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କ ଏହି ମିଶନକୁ ନରଗ ଉନ୍ନୟନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟ କରାଯିବ । ବୁଲା କୁକୁରଙ୍କୁ ଟିକାକରଣ କରିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    89 %
    0.8kmh
    100 %
    Fri
    25 °
    Sat
    33 °
    Sun
    31 °
    Mon
    33 °
    Tue
    32 °

    ସମ୍ବନ୍ଧିତ