Monday, May 25, 2026
26.8 C
Odisha

    ସରଳ ହେଲା ଚାଷୀ ପଞ୍ଜିକରଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୂର୍ବରୁ ଯେଉଁମାନଙ୍କ ନାମରେ ଚାଷ ଜମି ଥିଲା ସେମାନେ ଚାଷୀ ପଞ୍ଜୀକରଣ କରୁଥିଲେ। ଏହାକୁ ନେଇ ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜୀକରଣକୁ ସରକାର ସରଳ କରିଛନ୍ତି। ଏବେ ବାପା କିମ୍ବା ଜେଜେ ବାପାଙ୍କ ନାଁରେ ଜମି ଥିଲେ ବି ପୁଅ ଚାଷୀ ପଞ୍ଜୀକରଣ କରିପାରିବେ।

    ଯିଏ ଯେଉଁ ଜମିରେ ଚାଷ କରୁଥିବେ ସେତିକିରେ ପଞ୍ଜୀକରଣ କରିପାରିବେ। ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି, ଅନ୍ୟ ଭାଇ ସ୍ବୀକୃତିନାମା ଦେବେ। ସ୍ବୀକୃତିନାମା ଦେଇ ସବୁ ଜମି ପାଇଁ ପଞ୍ଜୀକରଣ କରିପାରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ଏହି ବଡ଼ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.8 ° C
    26.8 °
    26.8 °
    85 %
    2kmh
    66 %
    Mon
    43 °
    Tue
    45 °
    Wed
    46 °
    Thu
    46 °
    Fri
    43 °

    ସମ୍ବନ୍ଧିତ