Tuesday, February 17, 2026
19.9 C
Odisha

    ସାମ୍ବାଦିକଙ୍କୁ ମାଡ଼, ୨ ଗିରଫ

    ଆଗକୁ ପଢନ୍ତୁ

    ବଲାଙ୍ଗିର   : ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ବଲାଙ୍ଗିର ପୁଲିସ ଭୋର ସମୟରେ ୨ଜଣଙ୍କୁ ଗିରଫ କରିିଛି। ଆକ୍ରମଣକାରୀ ଅବିନାଶ ଦଳାଇ ଓ ଆଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି ବୋଲି ବଲାଙ୍ଗିର ପୁଲିସ ସୂଚନା ଦେଇଛି। ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେ ବି ଫେରାର ଥିବା ଜଣାପଡ଼ିଛି। ପଇଁତଳା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ହୋଇଥିଲା। ଖବର ସଂଗ୍ରହବେଳେ ହାତଗୋଡ଼ ବାନ୍ଧି ଅଭିଯୁକ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    27 %
    2.3kmh
    0 %
    Tue
    20 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ