Tuesday, January 20, 2026
22.5 C
Odisha

    ସାହିତ୍ୟ କ୍ଷେତ୍ରରେ ହାନ୍‌ କାଙ୍ଗ୍‌ ପାଇବେ ସାହିତ୍ୟ ପାଇଁ ନୋବେଲ, ଜାଣନ୍ତୁ ଏହାର ମୂଲ୍ୟ କେତେ

    ଆଗକୁ ପଢନ୍ତୁ

    ଦକ୍ଷିଣ କୋରିଆ ଲେଖକ ହାନ୍‌ କାଙ୍ଗ୍‌ଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ସ୍ବିଡେନ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଇଛି ଏବଂ ଏହାର ମୂଲ୍ୟ ୧.୧ ମିଲିୟନ ଡଲାର। ହାନ୍‌ କାଙ୍ଗ ୧୯୭୦ରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁରେ ଜନ୍ମଗ୍ରହଣ କରିଥିଲେ। ସେ ସାହିତି୍ୟକ ପୃଷ୍ଠଭୂମିରୁ ଆସିଛନ୍ତି, ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଔପନ୍ୟାସିକ। ସେ ୧୯୯୩ରେ ମୁନ୍‌ହାକ୍‌-ଗଓ୍ବା-ସାହୋ। ଶୀତ ସଂଖ୍ୟାରେ ‘ସିଓଲରେ ଶୀତ’ ସମେତ ପାଞ୍ଚଟି କବିତା ପ୍ରକାଶ କରି କବି ଭାବରେ ତାଙ୍କର ସାହିତ୍ୟିକ ଡେବ୍ୟୁ କରିଥିଲେ। ପରବର୍ତ୍ତୀ ବର୍ଷ ସେ ଉପନ୍ୟାସକାର ଭାବରେ କ୍ୟାରିଅର୍‌ ଆରମ୍ଭ କରିଥିଲେ ୧୯୯୪ରେ ସିଲ ସିନ୍ମୁନ ବସନ୍ତ ସାହିତ୍ୟ ପ୍ରତିଯୋଗିତା ‘ରେଡ ଆଙ୍କର୍‌’ସହିତ ସେ ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ସଂଗ୍ରହକୁ ୟୋସୁ (ମୁଞ୍ଜି ପ୍ରକାଶନ କମ୍ପାନୀ) ୧୯୯୫ରେ ପ୍ରକାଶ କରିଥିଲେ। ସେ ଆର୍ଟ କାଉନସିଲ କୋରିଆର ସହଯୋଗରେ ୧୯୯୮ରେ ୩ ମାସ ପାଇଁ ଆଇଓ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଲେଖା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    25 %
    0.7kmh
    0 %
    Tue
    21 °
    Wed
    31 °
    Thu
    30 °
    Fri
    31 °
    Sat
    32 °

    ସମ୍ବନ୍ଧିତ