Sunday, March 23, 2025
21 C
Odisha

    ‘ସୁଭଦ୍ରା’, ‘ଆବାସ ଯୋଜନା’; ଏମାନଙ୍କୁ ମିଳିବ ଅଧିକ ୫୦ ହଜାର: ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥିତି ପରଖିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି। ‘ସୁଭଦ୍ରା’ ଓ ‘ଆବାସ ଯୋଜନା’ ବାବଦରେ ଲୋକଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ। ‘ସୁଭଦ୍ରା’ରେ ୨୯୩୨ ରିଜେକ୍ଟ ଆବେଦନର ସାନି ବିଚାର ହେବ ବୋଲି ସେ କହିଛନ୍ତି। ସରକାରୀ ପ୍ରତିନିଧି ଆସି ଘର ଘର ବୁଲି ସମସ୍ୟାର ସମାଧାନ କରିବେ। ‘ଆବାସ ଯୋଜନା’ରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି। ତେଣୁ ସରକାର ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21 ° C
    21 °
    21 °
    92 %
    1.6kmh
    52 %
    Sun
    32 °
    Mon
    35 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ