ସ୍ୱାଧୀନତା ଦିବସ ଅବସରରେ ଦୀପ୍ତିରେଖାଙ୍କ କଣ୍ଠରେ ଶୁଣନ୍ତୁ 'ତୁହି ମା' ଜନମ ଭୂମି'

ସ୍ୱାଧୀନତା ଦିବସ ଅବସରରେ ଦୀପ୍ତିରେଖାଙ୍କ କଣ୍ଠରେ ଶୁଣନ୍ତୁ  'ତୁହି  ମା' ଜନମ ଭୂମି'
ସ୍ୱାଧୀନତା ଦିବସ ଅବସରରେ ଦୀପ୍ତିରେଖାଙ୍କ କଣ୍ଠରେ ଶୁଣନ୍ତୁ  'ତୁହି  ମା' ଜନମ ଭୂମି'

ଆଜି ଆମେ  ସ୍ୱାଧୀନ ଭାରତର 75th ଜାତୀୟ ଉତ୍ସବ ପାଳନ କରୁଛେ।  ମାଟି ପାଣି, ପବନ ରେ ଜାତୀୟତାର ମହକ। ପ୍ରକୃତିର ଅନନ୍ତ କୋଟି  ସର୍ଜନାରେ ଭାରତ  ହେଉଛି ଅନ୍ୟତମ। ଆମ ଦେଶର ପାହାଡ ପର୍ବତ ଠୁ ଆରମ୍ଭ କରି ନଦୀ ଭାତର  ମତାକୁ ସଜେଇ ଦେଇଛନ୍ତି, ସତେ ଯେପରି ଏକ ନୂଆ ବୋହୂ ପରି।  ଭାରତ ର ଅଙ୍ଗଭଙ୍ଗୀକୁ ନିରୀକ୍ଷଣ ଜଣେ କବି ହିଁ କରିପାରେ। ସେହି କବି ହେଉଛନ୍ତି ଭକ୍ତ କବି ମଧୁସୂଦନ ରାଓ। ତାଙ୍କ ଲେଖନୀରୁ ସୃଷ୍ଟି ଭାରତ ବର୍ଣନାକୁ ଓଡ଼ିଶାର ଲୋକପ୍ରିୟ https://www.pabitraentertainment.com
Pabitra Entertainment | Odisha's Most Popular Entertainment House/ ଚ୍ୟାନେଲ।ଓଡ଼ିଶାର ଦର୍ଶକଙ୍କ ( ତୁହି  ମା' ଜନମ ଭୂମି ) ଆଗରେ ଉପସ୍ଥାପନ କରିଛନ୍ତି। ଏହି ଗୀତ କୁ କଣ୍ଠଦାନ କରିଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀ।

♪Stream the Full Song Here♪ 
♪ JioSaavn: https://bit.ly/3yNZ6M7
♪ Gaana: https://bit.ly/2VUQ41N
♪ Spotify: https://spoti.fi/3yOWttz
♪ Apple Music: https://apple.co/3CIGGix
♪ Amazon Prime Music: https://amzn.to/3AMMENz
♪ Wynk: https://bit.ly/3yN4xuY
♪ YouTube Music: https://bit.ly/37I6wok ଉପରୋକ୍ତ link ରେ ଦର୍ଶକ ମାନେ ଗୀତକୁ ଶୁଣିପାରିବେ।

Media partner Modisha ମାଧ୍ୟମରେ ପ୍ରତେକ ପର୍ବ ପାଳନ ଉପଲକ୍ଷେ ଆମେ ଆପଣଙ୍କୁ ନୂଆ ନୂଆ ଗୀତ ଆଣି ଦେଇଥାଉ।

ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆମ ତରଫରୁ ଆପଣଙ୍କୁ ଅନେକ ଅଭିନନ୍ଦନ।