ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶବକୁ କାହିଁକି ଏକୁଟିଆ ଛଡ଼ାଯାଏ ନାହିଁ ?

ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶବକୁ କାହିଁକି ଏକୁଟିଆ ଛଡ଼ାଯାଏ ନାହିଁ ?
ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶବକୁ କାହିଁକି ଏକୁଟିଆ ଛଡ଼ାଯାଏ ନାହିଁ ?

ବନ୍ଧୁଗଣ ଏହି ସଂସାରରେ ସମସ୍ତ ପ୍ରାଣୀ ଜନ୍ମ ହୋଇଥାନ୍ତି ଓ ପରଲୋକକୁ ମଧ୍ୟ ଯାଇଥାନ୍ତି । ଏହି ଦୁନିଆର ଶବ-ୁଠାରୁ କଠିନ ସତ୍ୟ ହେଉଛି ଏହି ଦୁନିଆର ସମସ୍ତ ପ୍ରାଣୀଙ୍କୁ ଦିନେ ନା ଦିନେ ପରଲୋକକୁ ଯିବାକୁ ହେବ । ବନ୍ଧୁଗଣ ହିନ୍ଦୁଧର୍ମରେ ଯେଉଁ ମଣିଷର ଦେ-ହା-ନ୍ତ ହୋଇଥାଏ ତାର ସ-ବକୁ ଜଳା ଯାଇଥାଏ ଏହା ବ୍ଯତୀତ ଯଦି କୌଣସି ମଣିଷର ଦେହାନ୍ତ ସୂର୍ଯ୍ୟଅସ୍ତ ପରେ ହୋଇଥାଏ ତା ହେଲେ ତାକୁ ତା ପର ଦିନ ଜଳା ଯାଇଥାଏ ।ବନ୍ଧୁଗଣ ଆପଣ ମାନେ ଏହି କଥା ତ ନିଶ୍ଚୟ ଜାଣିଥିବେ ଯଦି କୌଣସି ମଣିଷର ଦେ-ହା-ନ୍ତ ସନ୍ଧ୍ୟା ପରେ ହୋଇଥାଏ ତା ହେଲେ ତାର ଶବକୁ ଏକା ଛଡା ଯାଇନଥାଏ ।

ହେଲେ ଆପଣ ମାନେ କଣ ଏହାର କାରଣ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମଣିଷର ଦେ-ହା-ନ୍ତ ସହ ଜଡିତ ସମସ୍ତ ତଥ୍ୟ ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଛି । ଯଦି କୌଣସି ମଣିଷର ଦେହାନ୍ତ ସନ୍ଧ୍ୟା ପରେ ହୋଇଥାଏ ତା ହେଲେ ତାର ଶବକୁ ପରଦିନ ଜଳା ଯାଇଥାଏ ।

ଏହା ବ୍ଯତୀତ ଯଦି କୌଣସି ମଣିଷର ଦେହାନ୍ତ ପଞ୍ଚକ ସମୟରେ ହୋଇଥାଏ ତା ହେଲେ ମଧ୍ୟ ଶବକୁ କିଛି ସମୟ ପର୍ଯ୍ୟନ୍ତ ଘର ମଧ୍ୟରେ ରଖାଯାଇଥାଏ । ଯେତେବେଳେ ପଞ୍ଚକ କାଳ ସମାପ୍ତ ହୋଇଥାଏ ସେତେବେଳେ ସେହି ଶବର ସତ୍କାର କରାଯାଇଥାଏ ।କାରଣ ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ଯଦି କୌଣସି ଶବର ସତ୍କାର ସନ୍ଧ୍ୟା ପରେ ବା ପଞ୍ଚକ ସମୟରେ କରାଯିବ ତା ହେଲେ ତାକୁ ମୋକ୍ଷପ୍ରାପ୍ତି ହେବ ନାହିଁ । ସେଥିପାଇଁ ବନ୍ଧୁଗଣ ଯଦି କାହାର ରାତ୍ରି କଳାରେ ଦେହାନ୍ତ ହୋଇଥାଏ ତା ହେଲେ ଶବକୁ ରାତିରେ ନେଇ ଶ୍ମଶାନକୁ ଯାଇନଥାନ୍ତି ତାକୁ କିଛି ସମୟ ପାଇଁ ଘର ମଧ୍ୟରେ ରଖାଯାଇଥାଏ ।

ଏହା ସହିତ ଯଦି କୌଣସି ଶ-ବ-ର ପୁତ୍ର ତା ପାଖରେ ନଥିବ ତା ହେଲେ ପୁତ୍ର ଆସିବା ପର୍ଯ୍ୟନ୍ତ ଶ-ବ-କୁ ଘରେ ରଖାଯାଇପାରିବ । କାରଣ ପୁତ୍ର ହିଁ ସେହି ଶ-ବ-ର ସତ୍କାର କରିବା ଉଚିତ । ଏହା ବ୍ଯତୀତ ଯଦି କୌଣସି ଶ-ବ-ର ସତ୍କାର ରାତ୍ରି ସମୟରେ କରାଯିବ ତା ହେଲେ ସେହି ଆତ୍ମା ଅସୁର, ଦାନବ କିମ୍ବା ପିଶାଚରେ ପରିଣତ ହୋଇଯାଏ । ଯାହା ଫଳରେ ତାକୁ ବହୁତ କଷ୍ଟ ସହ୍ୟ କରିବାକୁ ପଡିଥାଏ । ବନ୍ଧୁଗଣ ଏହି କାରଣ ପାଇଁ ହିନ୍ଦୁ ଧର୍ମରେ ଶ-ବ-କୁ ରାତିରେ ସତ୍କାର କରନ୍ତି ନାହିଁ ଓ ଶ-ବ-କୁ ଏକା ଛାଡି ଯାଇନଥାନ୍ତି ।