Wednesday, January 22, 2025
32.4 C
Odisha

    ହସ୍ପିଟାଲରେ ଭୟାଭୟ ଅଗ୍ନିକାଣ୍ଡ, ୭ ମୃତ

    ଆଗକୁ ପଢନ୍ତୁ

    ଗୁରୁବାର ଦକ୍ଷିଣ ତାମିଲନାଡୁ ଡିଣ୍ଡିଗୁଲ ଜିଲାର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ ଚାରି ମହଲା ବିଶିଷ୍ଟ ଡାକ୍ତରଖାନା ଲିଫ୍ଟରେ ମଧ୍ୟ କିଛି ଲୋକ ଫସି ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.4 ° C
    32.4 °
    32.4 °
    12 %
    2.5kmh
    8 %
    Wed
    32 °
    Thu
    33 °
    Fri
    34 °
    Sat
    33 °
    Sun
    32 °

    ସମ୍ବନ୍ଧିତ