Tuesday, July 1, 2025
25.1 C
Odisha

    ୟୁନିୟନ ବ୍ୟାଙ୍କରେ ଜମା ହେଲା ଶ୍ରୀମନ୍ଦିରର ୧୮.୩୬ କୋଟି

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିରର ୧୮କୋଟି ୩୬ଲକ୍ଷ ୪୧ ହଜାର ୫୯୭ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା ହୋଇଛି । ଶ୍ରୀମନ୍ଦିରର ଫାଉଣ୍ଡେସନ ଫଣ୍ଡ ୪କୋଟି ୩୯ଲକ୍ଷ ୬୩ହଜାର ୬୨୨ଟଙ୍କା ଏବଂ କର୍ପସ ଫଣ୍ଡ ୧୩କୋଟି ୯୬ଲକ୍ଷ ୭୭ହଜାର ୯୭୫ଟଙ୍କା ଜମା କରିବା ପାଇଁ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଟେଣ୍ଡରରେ ଭାଗ ନେବାକୁ ଆହ୍ୱାନ କରାଯାଇଥିଲା । ସୋମବାର ୫ଟି ବ୍ୟାଙ୍କ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । ଏଥିରେ ୟୁନିୟନ ବ୍ୟାଙ୍କ ସବୁଠୁ ଅଧିକ ସୁଧ ଦେବ ବୋଲି ବିଡ୍ ପକାଇଥିଲା । ତେଣୁ ନିୟମ ଅନୁଯାୟୀ ୟୁନିୟନ ବ୍ୟାଙ୍କରେ ଫାଉଣ୍ଡେସନ ଫଣ୍ଡ ଏବଂ କର୍ପସ ଫଣ୍ଡର ମୋଟ ୧୮କୋଟି ୩୬ଲକ୍ଷ ୪୧ ହଜାର ୫୯୭ ଟଙ୍କା ଜମା ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    87 %
    4.1kmh
    100 %
    Tue
    25 °
    Wed
    26 °
    Thu
    31 °
    Fri
    27 °
    Sat
    27 °

    ସମ୍ବନ୍ଧିତ