Saturday, February 15, 2025
28.1 C
Odisha

    ୧୦ ଉଠା ଦୋକାନୀଙ୍କୁ ଧକ୍କା ଦେଲା ବୋଲେରୋ, ୨ ଗୁରୁତର

    ଆଗକୁ ପଢନ୍ତୁ

    ପାରାଦୀପ: ପାରାଦୀପ ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବୋଲେରୋ ସିରିଜ ଦୁର୍ଘଟଣା ଘଟାଇଛି। ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ପରେ ବୋଲେରୋଟି କାଠପୋଲରେ ପିଟି ହୋଇ ଯାଇଥିଲା ।ବୋଲେରୋରେ ଥିବା ୪ ଜଣଙ୍କୁ  ସ୍ଥାନୀୟ ଲୋକେ ଧରି ନିସ୍ତୁକ ଛେଚିଛନ୍ତି। ସ୍ଥାନୀୟ ଲୋକେ ୪ ଜଣଙ୍କୁ ଅଟକ ରଖିଥିଲେ। ଖବର ପାଇ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.1 ° C
    28.1 °
    28.1 °
    10 %
    1.4kmh
    3 %
    Sat
    33 °
    Sun
    35 °
    Mon
    36 °
    Tue
    36 °
    Wed
    37 °

    ସମ୍ବନ୍ଧିତ