Tuesday, November 11, 2025
14.3 C
Odisha

    ୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ, ଡଙ୍ଗା ଭସାଇବା ଦ୍ଵାରା ଗାଁରେ ଶାନ୍ତି ରହିବା ନେଇ ବିଶ୍ବାସ

    ଆଗକୁ ପଢନ୍ତୁ

    ସୋର: ୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ । ହଜାର ହଜାର ଲୋକଙ୍କ ସମାଗମ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନମୋହନ ଜୀୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଏକ ବିଶାଳ ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଲୋକେ । ଡଙ୍ଗାକୁ ସୁସଜ୍ଜିତ କରି କୃଷ୍ଣଙ୍କ ରାସଲୀଳା ପ୍ରସ୍ତୁତ କରାଯାଇଥିଲା । ଭୋର ୫ଟା ବେଳକୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଥିଲେ । ଏହି ଡଙ୍ଗା ଭସାଇବା ଦ୍ଵାରା ଗାଁରେ ଭାଇଚାରା ଓ ଶାନ୍ତି ରହିବା ନେଇ ବିଶ୍ବାସ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.3 ° C
    14.3 °
    14.3 °
    54 %
    1.5kmh
    0 %
    Tue
    25 °
    Wed
    25 °
    Thu
    25 °
    Fri
    25 °
    Sat
    25 °

    ସମ୍ବନ୍ଧିତ