Monday, April 28, 2025
24.9 C
Odisha

    ୨ ହଜାର କର୍ମଚାରୀଙ୍କୁ ଛଟେଇ କଲେ ଡୋନାଲ୍ଡ ଟ୍ରମ୍ପ

    ଆଗକୁ ପଢନ୍ତୁ

    ୱାଶିଂଟନ୍‌: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ସରକାରର ବଡ଼ ନିଷ୍ପତ୍ତି। ୟୁଏସ୍ ଏଜେନ୍ସି ଫର ଇଣ୍ଟନେସନାଲ ଡେଭଲପମେଣ୍ଟ ବା ୟୁ.ଏସ.ଏ.ଆଇ.ଡିର ୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏଥିସହ ବିଜ୍ଞପ୍ତି ଜାରି କରି ହଜାର ହଜାର ଲୋକଙ୍କୁ ଛୁଟିରେ ପଠାଯାଇଛି ।ସରକାରଙ୍କ ଏହି ଯୋଜନା ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଇବାକୁ ୟୁ.ଏସ.ଏ.ଆଇ.ଡି କର୍ମଚାରୀ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଏହି ଆବେଦନକୁ ୟୁଏସ୍ ଡିଷ୍ଟ୍ରିକ୍ଟ ବିଚାରପତି କାର୍ଲ ନିକୋଲାସ୍ ଖାରଜ କରିଛନ୍ତି। କର୍ମଚାରୀଙ୍କୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବୃଆରୀ ୨୩ ରାତି ୧୧ଟା ୫୯ରୁ ୟୁ.ଏସ.ଏ.ଆଇ.ଡିର ସମସ୍ତ କର୍ମଚାରୀଙ୍କୁ ପ୍ରଶାସନିକ ଛୁଟିରେ ରଖାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.9 ° C
    24.9 °
    24.9 °
    70 %
    1.2kmh
    32 %
    Sun
    25 °
    Mon
    40 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ