Tuesday, February 18, 2025
25.1 C
Odisha

    ୩ ଦିନ ଧରି ହୋଇଥାଏ ବାବା ସିଦ୍ଧେଶ୍ବରଙ୍କ ମେଳା

    ଆଗକୁ ପଢନ୍ତୁ

    ହିନ୍ଦୋଳ: ଏ ହେଉଛି ଢେଙ୍କାନାଳ ଜିଲ୍ଲାର ଠୋକର ଗାଁରେ ଥିବା ବାବା ସିଦ୍ଧେଶ୍ବର ପୀଠ । ହିନ୍ଦୋଳର ଲଦାଗଡ ସିଦ୍ଧପିଠର ଅନେକ ଏୈତିହ୍ୟ ଓ ପ୍ରାଚୀନ ପରମ୍ପରାର ଛାପା ଲାଗିଥିବା ବେଳେ ଏଠାକାର ୨୨ ଏକର ପରିମିତ ଗୋଟିଏ କଳାମୁଗୁନି ପଥର ଉପରେ ରହିଥିବା ବାବାଙ୍କ ପୀଠରେ ଅନେକ ଐହିହ୍ୟ ରହିଛି । ଏଠାରେ ମାମୁଁ ଭଣଜା ପଥର , ସୀତା ଏନ୍ତୁଡିଶାଳ , ହନୁମାନ ବାଟିକା ଦେଖିବାକୁ ମିଳିଥାଏ ।

    ଏହି ୩ ଦିନର ମେଳାରେ ଚଟପଟି ଖାଦ୍ୟ ସାଙ୍ଗକୁ ଘରକରଣା ଜିନିଷ କିଣିବାକୁ ଲୋକମାନେ ଭିଡ ଲଗାଇଥାନ୍ତି । ପିଲାମାନଙ୍କ ପାଇଁ ଖେଳର ବ୍ୟବସ୍ଥା ମଧ୍ୟ ରହିଛି । ଏବେ ଏହି ମେଳା ପରିବର୍ତନ ହୋଇ ଚଳିତବର୍ଷ ଚାଳିଶି ତମ ମହୋତ୍ସବରେ ପରିଣତ ହୋଇଛି । ଲଦାଗଡ ଐତିହ୍ୟକୁ ବଞ୍ଚାଇବାକୁ ହେଲେ ଏହାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତକୁ ନେବା ଜରୁରୀ କହିଛନ୍ତି ସ୍ଥାନୀୟ ଲୋକେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    25 %
    0.8kmh
    0 %
    Tue
    27 °
    Wed
    35 °
    Thu
    35 °
    Fri
    35 °
    Sat
    36 °

    ସମ୍ବନ୍ଧିତ