Thursday, March 13, 2025
24.5 C
Odisha

    ୪୦୦ସ୍କୁଲରେ ବୋମା ଥିବାର ମିଥ୍ୟା କଲ କରିଥିବା ପିଲାକୁ ଧରିଲା ପୁଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ୪୦୦ସ୍କୁଲରେ ବୋମା ଥିବା ନେଇ ମିଥ୍ୟା କଲ କରିଥିବା ପିଲାକୁ କାବୁ କରିଛି। ଏହି ଘଟଣାକୁ ପୁଲିସ ଗମ୍ଭୀରତାକୁ ସହ ନେଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଯେଉଁ ପିଲାକୁ ପୁଲିସ କାବୁ କରିଛି ଉକ୍ତ ପିଲାର ପରିବାର ଏକ ଏନଜିଓ ସହିତ ସମ୍ପର୍କରେ ଅଛନ୍ତି।  ଏହି ଏନଜିଓ ଅଫଜଲ ଗୁରୁକୁ ଦିଆଯାଇଥିବା ଫାଶୀଦଣ୍ଡର ବିରୋଧ କରୁଥିଲା। ପୁଲିସ ଯାଞ୍ଚ କରି ଏହା ଜାଣିବା ପାଇଁ ଚେଷ୍ଟା କରୁଛି କି ଜାଣିଶୁଣି ଆଇନ ବ୍ୟବସ୍ଥାକୁ ଖରାପ କରିବା ପାଇଁ କେହି ଯୋଜନାବଦ୍ଧ ଭାବେ ଶିଶୁ ଦ୍ବାରା ଏଭଳି ମେଲ ଓ କଲ କରାଉ ନାହିଁ ତ? କାରଣ ପିଲା ଜଣକ ମେଲ ପାଇଁ ଯେଉଁ ଭଳି ଟେକ୍ନିକାଲ ଶବ୍ଦ ବ୍ୟବହାର କରିଛି ତାହା ଜଣେ ଚାଲକ ଚତୁର ଲୋକଙ୍କ ପରାମର୍ଶରେ ଲେଖାଯାଇଥିବା ଭଳି ଲାଗୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    20 %
    2.1kmh
    35 %
    Wed
    24 °
    Thu
    38 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ