Sunday, August 10, 2025
33 C
Odisha

    ଆଉ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା, ରାଜ୍ୟର ବିଫଳ ପ୍ରଶାସନ ବ୍ୟବସ୍ଥାକୁ ଇଙ୍ଗିତ କରୁଛି କହିଛନ୍ତି ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣାରେ ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟ । ଆଉ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ଦୁଃଖଦ ଓ ପୀଡ଼ାଦାୟକ । ନ୍ୟାୟ ନ ପାଇ ଜୀବନ ଆଉ ଜଣେ ଯୁବତୀ ଜୀବନ ହାରିଛନ୍ତି । ମାସକ ମଧ୍ୟରେ ୩ ଜଣ ଯୁବତୀ ସମାନ ଢ଼ଙ୍ଗରେ ଜୀବନ ହାରିଛନ୍ତି, ଯାହା ରାଜ୍ୟର ବିଫଳ ପ୍ରଶାସନ ବ୍ୟବସ୍ଥାକୁ ଇଙ୍ଗିତ କରୁଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
    ଏଥିସହ ସେ କହିଛନ୍ତି ପ୍ରତି କ୍ଷେତ୍ରରେ ପ୍ରଶାସନ ସେମାନଙ୍କ ଚିତ୍କାର ଶୁଣି ନଥିଲା । ମହିଳାମାନଙ୍କ ବିରୋଧରେ ଏପରି ଅତ୍ୟାଚାର ଆମ ରାଜ୍ୟରେ ବୃଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33 ° C
    33 °
    33 °
    56 %
    1kmh
    56 %
    Sun
    32 °
    Mon
    31 °
    Tue
    32 °
    Wed
    30 °
    Thu
    30 °

    ସମ୍ବନ୍ଧିତ