Sunday, March 29, 2026
25.1 C
Odisha

    ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ ‘ସୁପରମୁନ’ ଆସନ୍ତା ନଭେମ୍ବର ୨୪ରେ ଦେଖାଯିବ। ଶେଷ ‘ସୁପରମୁନ’ ଡିସେମ୍ବର ୨୩ରେ ଦେଖିବାକୁ ମିଳିବ। ଚଳିତ ବର୍ଷ ୩ଟି ସୁପରମୁନ୍‌ ସହ ୩ଟି ମାଇକ୍ରୋମୁନ ଦେଖିବାକୁ ମିଳିବ। ମେ’ ୧, ମେ’ ୩୧ ଏବଂ ଜୁନ୍‌ ୨୯ରେ ‘ମାଇକ୍ରୋମୁନ’ ଦେଖିବାକୁ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    42 %
    0.9kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    41 °

    ସମ୍ବନ୍ଧିତ