Monday, March 23, 2026
32.8 C
Odisha

    ଆସନ୍ତୁ ଜାଣିବା ‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ସ୍ବଭାବ କେମିତି ହୋଇଥାଏ

    ଆଗକୁ ପଢନ୍ତୁ

    ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି ଶୁଣାଯାଏ, କିନ୍ତୁ କିଛି ଅକ୍ଷର ଏପରି ଥାଏ ଯାହା ବହୁତ କମ ଶୁଣାଯାଏ। ଯଦି ଆପଣଙ୍କ ଚାରିପାଖରେ ନଚେତ ଜୀବନସାଥୀ ଏସ୍‌(S) ଅକ୍ଷର ଥିବା ଅଧିକ ଲୋକ ଅଛନ୍ତି, ତେବେ ଏହି ଲୋକମାନେ କିପରି ତାହା ଜାଣି ନିଅନ୍ତୁ?

    ଏସ୍‌ ଅକ୍ଷର ଥିବା ଲୋକମାନଙ୍କୁ ୧ ଅଙ୍କ ଭାବରେ ଗଣନା କରାଯାଏ। ଯେଉଁମାନଙ୍କର ନାମ ଏସ୍‌ ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ଜନ୍ମରୁ ନେତା ହୋଇଥାନ୍ତି। ସେମାନେ ଯାହା ବି କାମ କରନ୍ତି ସେଥିରେ ସଫଳତା ପାଆନ୍ତି।

    ଯାହାଙ୍କ ନାମ ଏସ୍‌ ନାମରୁ ଆରମ୍ଭ ହୁଏ, ସେମାନେ ବିଶ୍ୱସ୍ତ ଥାନ୍ତି। ରୋମାଣ୍ଟିକ ହେବା ସହିତ ତାଙ୍କର ଆଚରଣ ଅତ୍ୟନ୍ତ ସ୍ବାଭାବିକ ହୋଇଥାନ୍ତି। ସେ ସର୍ବଦା ନିଜର ହୃଦୟ କଥା ମୁହଁରେ ରଖିଥାନ୍ତି।

    ସେମାନେ ଅଧିକ ଦାମୀ ଉପହାର ଦେବାକୁ ପସନ୍ଦ କରନ୍ତି ନାହିଁ। ସେ ନିଜ ପ୍ରେମ ଏବଂ ଆଚରଣ ଦ୍ୱାରା ଲୋକଙ୍କ ହୃଦୟ ଜିତନ୍ତି। ସେମାନେ ନିଜ କାମରେ ଲୋକମାନଙ୍କୁ ଜବାବ ଦେବା ପସନ୍ଦ କରନ୍ତି।ସେ ନିଜ ସମ୍ପର୍କକୁ ଶେଷ ପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥାନ୍ତି।

    ଉଭୟ ସୁଖ ଏବଂ ଦୁଃଖରେ ସେମାନେ ସାଙ୍ଗରେ ରହିଥାନ୍ତି। ସେମାନେ ଭିତରୁ ଏବଂ ବାହାରୁ ବହୁତ ଆକର୍ଷଣୀୟ ହୋଇଥାନ୍ତି। ନିଜ ଭାବନାକୁ ସେମାନେ ଖୋଲାଖୋଲି ଭାବେ କହିପାରନ୍ତି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.8 ° C
    32.8 °
    32.8 °
    18 %
    3.8kmh
    0 %
    Mon
    32 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ