Thursday, April 2, 2026
26 C
Odisha

    ଓଲଟିଲା ତେଲ ବୋଝେଇ ପିକଅପ୍ ଭ୍ୟାନ

    ଆଗକୁ ପଢନ୍ତୁ

    ମୋହନା   : ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ଗାଁରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ତେଲ ବୋଝେଇ ପିକଅପ୍ । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଡି ଚାଳକ ।

    ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରୁ ଏକ ପିକଅପ( OD33AU 3286 ) ରେ କେଷ୍ଟ୍ରୋଲ ଅଏଲ ବୋଝେଇ ହୋଇ କୋରାପୁଟ ଜିଲ୍ଲାକୁ ନେଇ ଯାଉଥିଲା । ଆଜି ସକାଳେ ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ଗାଁ ନିକଟରେ ଭୀମଦଲି ଘାଟିରେ ଏକ ଯାତ୍ରୀବାହୀ ବସକୁ ସାଇଡ ଦେଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ସୌଭାଗ୍ୟ ବଶତଃ ଗାଡି ଚାଳକ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ