Monday, March 23, 2026
32.9 C
Odisha

    କଞ୍ଚାକ୍ଷୀରରେ ରୂପଚର୍ଯ୍ୟା

    ଆଗକୁ ପଢନ୍ତୁ

    ମୁହଁରେ ଆମେ କେତେକ ଘରୋଇ ଉପଚାର କରିଥାଉ। ଏସବୁ ମଧ୍ୟରେ ରହିଛି କଞ୍ଚାକ୍ଷୀର। କଞ୍ଚାକ୍ଷୀର ପ୍ରାକୃତିକ ଏବଂ ଶସ୍ତା ବିଉଟି ଟ୍ରିଟ୍‌ମେଣ୍ଟ। ସେ ସମ୍ପର୍କରେ କିଛି ଟିପ୍ସ…

    କଞ୍ଚାକ୍ଷୀରରେ ଭିଟାମିନ୍‌ ଏ,ଡି ଏବଂ ଲାକ୍‌ଟିକ୍‌ ଏସିଡ୍‌ ଭଳି କେତେକ ପୋଷକ ତତ୍ତ୍ୱ ରହିଛି । ଯାହା ତ୍ୱଚାର ଭିତରକୁ ଯାଇ ତାକୁ ହାଇଡ୍ରେଟ୍‌ କରିଥାଏ।

    କଞ୍ଚାକ୍ଷୀର ବିଶେଷ ଭାବରେ ଡ୍ରାଏ ସ୍କିନ୍‌ ପାଇଁ ଭଲ କାମ କରିଥାଏ।

    କଞ୍ଚାକ୍ଷୀର ସ୍କିନ୍‌ର ଡେଡ୍‌ ସେଲ୍‌କୁ ବାହାର କରିଥାଏ ଏବଂ ନୂଆ ସେଲ୍‌ ବିକାଶରେ ସାହାଯ୍ୟ କରିଥାଏ।

    କଞ୍ଚାକ୍ଷୀର ତ୍ୱଚାର କୋଶିକାକୁ ଏକ୍ସଫୋଲିଏଟ୍‌ କରିଥାଏ। ଏହା ଝୁରିଆଁକୁ କମ୍‌ କରିଥାଏ।ଏଥିରେ ଲାକ୍‌ଟିକ୍‌ ଏସିଡ୍‌ ଥିବା କାରଣରୁ ଯାହା ତ୍ୱଚାକୁ ଅଧିକ ଟାଇଟ୍‌ ଏବଂ ୟଙ୍ଗ୍‌ ଦେଖାଯାଇଥାନ୍ତି।

    କ୍ଷୀରରେ ପ୍ରାକୃତିକ ଗୁଣ କାରଣରୁ ଏହା ଦାଗ ଚିହ୍ନ ଏବଂ ମୁଖବ୍ରଣର ଚିହ୍ନକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚା ଉପରେ ପିମ୍ପଲ୍ସ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ