Thursday, April 9, 2026
36.2 C
Odisha

    ଟ୍ରକକୁ ଧକ୍କା ଦେଲା ଟ୍ରକ୍, ୨ ମୃତ

    ଆଗକୁ ପଢନ୍ତୁ

    ସୋର : ପ୍ରାୟ ୨୦ ଫୁଟ ଓଭରବ୍ରିଜ ତଳକୁ ଖସିଲା ଆଳୁ ବୋଝେଇ ଟ୍ରକ୍, ୨ ମୃତ । ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ତଳନଗର ଓଭର ବ୍ରିଜ ତଳକୁ ଖସି ପଡିଲା ଆଳୁ ବୋଝେଇ ଟ୍ରକ  l ଆଳୁ ବୋଝେଇ ଟ୍ରକର ଡ୍ରାଇଭର ଓ ହେଲଫର ମୃତ l ମୃତକଙ୍କ ପରିଚୟ ମିଳିପାରି ନାହିଁ l ଘଟଣାସ୍ଥଳରେ ଏନଏଚ ପାଟ୍ରୋଲିଙ୍ଗ ଭ୍ୟାନ ଓ ସୋର ପୋଲିସ ଉଭୟ ମୃତକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଛି l ପଶ୍ଚିମବଙ୍ଗରୁ ଚନ୍ଦ୍ରକୋଣରୁ ପଟ୍ଟାମୁଣ୍ଡାଇ ଯିବା ବେଳେ ଦୁର୍ଘଟଣା ଘଟିଛି l

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ