Wednesday, April 8, 2026
36.5 C
Odisha

    ପରକିୟା ପ୍ରୀତି ସନ୍ଦେହରେ ଚାଲିଗଲା ସ୍ତ୍ରୀର ଜୀବନ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ: ପରକିୟା ପ୍ରୀତି ସନ୍ଦେହରେ ଚାଲିଗଲା ସ୍ତ୍ରୀର ଜୀବନ। ନିଜ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ରାତି ସାରା ମୃତଦେହ ପାଖରେ ବସି ରହିଲା ସଇତାନ ସ୍ବାମୀ। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଚାଞ୍ଚଲ୍ୟ । ମୃତକ ହେଲେ ୨୪ବର୍ଷୀୟା ସବିତା ଭୋକ୍ତା ।

    ଗତକାଲି ବିଳମ୍ୱିତ ରାତିରେ ମୋବାଇଲରେ ବାନ୍ଧବୀଙ୍କ ସହ କଥା ହେବା ସନ୍ଦେହରେ ସ୍ଵାମୀ – ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ଏହା ଉଗ୍ର ରୂପ ନେଇଥିଲା । ସ୍ଵାମୀର ମାଡରେ ଘଟଣା ସ୍ଥଳରେ ହିଁ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଖବର ପାଇ ଚାନ୍ଦୁଆ ପୋଲିସ ପହଞ୍ଚି ମୃତଦେବାକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ