Thursday, March 26, 2026
37 C
Odisha

    ବନ୍ଧୁକ ମୁନରେ ଡ଼ିଫେଣ୍ଡର ଗାଡ଼ି ଲୁଟିଲେ ବିହାରୀ ଲୁଟେରା, ଟେଷ୍ଟ ଡ୍ରାଇଭ ନାଁରେ ଦେଢ଼କୋଟିର କାର୍ ଲୁଟ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଟେଷ୍ଟ ଡ୍ରାଇଭ୍ ଆଳରେ ଡିଫେଣ୍ଡର ଧରି ଛୁ । ଲୁଟ ଅଭିଯୋଗ ନେଇ ପୋଲିସର ହଟଚମଟ ପରେ ଡିଫେଣ୍ଡର ଛାଡ଼ି ଦେଇ ପଳାଇଲେ ଅଭିଯୁକ୍ତ । ଖୋର୍ଦ୍ଧା ଗୋଡିପଡା ଟୋଲ ଗେଟ୍ ନିକଟରୁ ଡିଫେଣ୍ଡରକୁ ଠାବ କଲା ପୋଲିସ । ଅଭିଯୁକ୍ତ ମାନେ ମାଲିକକୁ ମେସେଜ ପଠାଇ ଗାଡିକୁ ଛାଡ଼ି ଦେଇ ମାରିଲେ ଫେରାର । ଟଙ୍କା ନେଣ ଦେଣକୁ ନେଇ ବଢୁଛି ସନ୍ଦେହ । ଆପୋଷ ବିବାଦ ପାଇଁ ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି । ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଜାରି ରହିଛି ।

    ସେପଟେ ଟେଷ୍ଟ ଡ୍ରାଇଭ୍ ପୁର୍ବରୁ ଲୁଟେରା ଆଣିକି ଆସିଥିବା ନାଲି କାରକୁ ନେଇ ଖୋଜା ପଡ଼ିଛନ୍ତି ଅଭିଯୁକ୍ତ । କାର ଅନରେଣ୍ଟରୁ ଗାଡି ଭଡାରେ ଆଣି ଆସିଥିଲେ ଦୁଇ ଅଭିଯୁକ୍ତ । ପରେ ଟେଷ୍ଟ ଡ୍ରାଇଭ୍ କହି ଡିଫେଣ୍ଡର ଧରି ଛୁ ମାରିଥିଲେ ବିହାରି ଲୁଟେରା । ଅଭିଯୁକ୍ତଙ୍କ ହାବଭାବକୁ ଜାଣି ଖୋଜୁଛି ପୋଲିସ୍ । ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଏକ ପେସାଦାର ଲୁଟେରା ଗ୍ୟାଙ୍ଗ ଥାଇପାରେ ବୋଲି ସଂଦେହ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    20 %
    3.9kmh
    0 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ