Saturday, April 4, 2026
29 C
Odisha

    ମହାକୁମ୍ଭରେ ବିବାହ କଲେ ପ୍ରେମୀଯୁଗଳ; ସନ୍ଥ ଦେଲେ ଆର୍ଶୀବାଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ରେ ଭାରତୀୟ ଓ ଗ୍ରୀକର ସ୍ବତନ୍ତ୍ର ସଂଯୋଗ ଦେଖିବାକୁ ମିଳିଛି। ଗ୍ରୀସର ପେନେଲୋପ ଓ ଭାରତର ସିଦ୍ଧାର୍ଥ ପ୍ରୟାଗରାଜରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ।
    ଏହି ବିବାହରେ ପେନେଲୋପଙ୍କ କନ୍ୟାଦାନ ଜୁନା ଆଖାଡାର ମହାମଣ୍ଡଳେଶ୍ବର ସ୍ବାମୀ ଯଦିନ୍ଦ୍ରାନନ୍ଦ ଗିରି କନ୍ୟାଙ୍କ ମା’ ଓ ଅନ୍ୟ ସମ୍ପର୍କୀୟଙ୍କ ସହିତ କରିଥିଲେ।ସିଦ୍ଧାର୍ଥ ଏହି ବିବାହକୁ ନେଇ କହିଛନ୍ତି, ‘ପେନେଲୋପ ଓ ମୁଁ ଏହି ବିବାହକୁ ନେଇ ଖୁବ ଖୁସି ଅଛୁ। ଏହା ଆମମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଆମ ଅନେକ ଦିନରୁ ଆମର ବିବାହକୁ ମନେ ରଖିଲା ଭଲି ଯୋଜନା କରିବାକୁ ଚାହୁଁଥିଲୁ। ସେଥିପାଇଁ ଆମେ ମହାକୁମ୍ଭରେ ଜାନୁଆରି ୨୬ ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ