Sunday, July 13, 2025
31.5 C
Odisha

    ମାର୍ଚ୍ଚ ମାସରେ ଏହି ତିନୋଟି ରାଶି ହେବେ ମାଲାମାଲ

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହ ଚଳନ ଫଳରେ ଗୋଟିଏ ରାଶିରେ ଏକାଠି ହେବା ଦ୍ୱାରା ଦୁର୍ଲ୍ଲଭ ଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ମାର୍ଚ୍ଚରେ ବୁଧ ଚଳନ କରି ମୀନ ରାଶିରେ ପ୍ରବେଶ କରିବେ । ଏହାସହ ଶୁକ୍ର ମଧ୍ୟ ମୀନ ରାଶିରେ ଚଳନ କରିବେ । ବୁଧ ଶୁକ୍ର ଏକାଠି ହେବା ଦ୍ୱାରା ଏକ ଖାସ୍‌ ରାଜଯୋଗ ହେବାକୁ ଯାଉଛି । ଯାହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ ଏହି ରାଶିଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇ ସୁନା ଭଳି ଚମକିବ । ଜାଣନ୍ତୁ..

    ବୃଷ – ଏହି ରାଶିଙ୍କ ପାଇଁ ସମୟ ଖୁବ୍‌ ଶୁଭଙ୍କର। ବାରମ୍ବାର ହଠାତ୍‌ ଧନ ଲାଭ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅଟକି ଥିବା ଧନ ମିଳିବ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବ।

    ସିଂହ- ଅନେକ ସମସ୍ୟା ଦୂର ହେବ । ଆର୍ଥିକ ସମସ୍ୟା ଦୂର ହେବ । ନୂଆ ଚାକିରି ମିଳିବ । ଅଟକି ଥିବା ଧନ ମିଳିବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବା ସହ ବିଦେଶ ଯାତ୍ରାର ଯୋଗ ରହିଛି ।

    କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭୂମି- ଧନ ସମ୍ପତ୍ତି ମାମଲାରେ ଲାଭ ମିଳିବ। ନିବେଶ କରି ଲାଭବାନ୍‌ ହେବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.5 ° C
    31.5 °
    31.5 °
    59 %
    3kmh
    99 %
    Sun
    32 °
    Mon
    26 °
    Tue
    31 °
    Wed
    33 °
    Thu
    32 °

    ସମ୍ବନ୍ଧିତ