Monday, March 2, 2026
34.7 C
Odisha

    ମା କଟକ ଚଣ୍ଡୀଙ୍କ ଷୋଡଶ ଉପଚାର ପୂଜା, ଜୟଦୁର୍ଗା ବେଶରେ ଦର୍ଶନ ଦେବେ ମା

    ଆଗକୁ ପଢନ୍ତୁ

    କଟକ : ମା କଟକ ଚଣ୍ଡୀଙ୍କ ଦୂର୍ଗାପୂଜାର ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା ଚାଲିଛି । ମୂଳାଷ୍ଟମୀ ଠାରୁ ସମସ୍ତ ରିତିନୀତିରେ ମାଆଙ୍କ ଚାଲିଛି ପୂଜାର୍ଚ୍ଚନା ।  ଏଥିପାଇଁ ମନ୍ଦିର ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଆଜି ମା କଟକ ଚଣ୍ଡୀ ଜୟଦୁର୍ଗା ବେଶରେ ଦର୍ଶନ ଦେବେ । ଗତକାଲି ସିଦ୍ଧେଶ୍ବରୀ ବେଶରେ ଦର୍ଶନ ଦେଇଥିଲେ ମା ।  ସେହିପରି ଆଜି ମା ଗଡ଼ଚଣ୍ଡୀ ତାରା ବେଶରେ ଦର୍ଶନ ଦେବେ। ଗତକାଲି କମଳା ବେଶରେ ମା ଦର୍ଶନ ଦେଉଥିଲେ । ମାଙ୍କ ବେଶ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    16 %
    4.3kmh
    6 %
    Mon
    34 °
    Tue
    36 °
    Wed
    37 °
    Thu
    38 °
    Fri
    39 °

    ସମ୍ବନ୍ଧିତ