Monday, March 23, 2026
27.4 C
Odisha

    ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କୁ Z ବର୍ଗର ସୁରକ୍ଷା

    ଆଗକୁ ପଢନ୍ତୁ

    ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ Z ବର୍ଗର ଭିଆଇପି ସୁରକ୍ଷା ଯୋଗାଇଛନ୍ତି। ସୂଚନାନୁସାରେ, ସିଇସି କୁମାରଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କୁ ପ୍ରାୟ ୪୦-୪୫ ସଶସ୍ତ୍ର କମାଣ୍ଡୋ ନିୟୋଜିତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦାୟିତ୍ୱ ଦେଇଛି।
    ଏକ ଆଇବି ରିପୋର୍ଟ ଆଧାରରେ ରାଜୀବ କୁମାରଙ୍କୁ Z ବର୍ଗର ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ସୁପାରିଶ କରାଯାଇଛି। ସଶସ୍ତ୍ର କମାଣ୍ଡୋମାନେ ସିଇସି କୁମାରଙ୍କ ସହିତ ତାଙ୍କର ଦେଶ ଭ୍ରମଣ ସମୟରେ ଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    27 %
    1.6kmh
    99 %
    Mon
    29 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ