Friday, October 18, 2024
25 C
Odisha

    ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଉଦ୍ଧାରହେଲେ ୬ ମତ୍ସ୍ୟଜୀବୀ

    ଆଗକୁ ପଢନ୍ତୁ

    ମାଛ ମାରିବାକୁ ଯାଇଥିବାବେଳେ ବୁଡ଼ିଲା ଡଙ୍ଗା । ୬ ମତ୍ସ୍ୟଜୀବୀ ଉଦ୍ଧାର, ୨ ଜଣଙ୍କ ଅବସ୍ଥା ଗୁରୁତର । ବାଲେଶ୍ବର ଜିଲ୍ଲା ତାଳସାରୀ ମୁହାଣରେ ବୁଡ଼ିଲା ମାଛଧରା ଡଙ୍ଗା । ମାଛ ଧରି ଫେରିବା ବେଳେ ବୁଡ଼ିଲା ଡଙ୍ଗା, ବର୍ତ୍ତିଗଲେ ମତ୍ସ୍ୟଜୀବୀ । ୨ ଜଣଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି, ଅନ୍ୟ ଏକ ଡଙ୍ଗାରେ ଫେରିଲେ ।
    ସମୁଦ୍ରରେ ଉଚ୍ଚ ଜୁଆର ଆସିବାରୁ ଅନ୍ୟ ଏକ ଡ଼ଙ୍ଗା ସହ ଧକ୍କା ହେବା ଯୋଗୁଁ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗାରେ ଥିବା ୬ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଦୀଘା ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଡଙ୍ଗାର ମାଲିକ ଜଣକ କହିଛନ୍ତି ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୨ କି.ମି ସମୁଦ୍ର ଭିତରେ ଏଭଳି ଦୁର୍ଘଟଣା ଘଟି ଥିବା ବେଳେ ଡ଼ଙ୍ଗା ସମେତ ସେଥିରେ ଥିବା ଇଲିସି ମାଛ, ଜାଲ ସମୁଦ୍ର ଭିତରେ ବୁଡି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ