Thursday, April 2, 2026
26 C
Odisha

    +୨ ପାଠପଢ଼ାରୁ ବଞ୍ଚିତ ପିଲା ନିକଟସ୍ଥ କଲେଜରେ ପଢିପାରିବେ ପାଠ : ଗଣଶିକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୧୦୨ ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହେବ। ଏନେଇ ଟ୍ୱିଟ କରି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଯେଉଁମାନେ +୨ ପଢିନାହାନ୍ତି ଅର୍ଥାତ ପାଠପଢାରୁ ବଞ୍ଚତ ଅଛନ୍ତି, ସେମାନେ ନିକଟସ୍ଥ କଲେଜରେ ପଢିପାରିବେ ପାଠ।

    ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା। ୨୧ ତାରିଖରେ ସିବିଏସଇ ବୋର୍ଡ ଘୋଷଣା କରିଥିଲା ଯେ, ସେମାନଙ୍କର ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲାଗିବ ବୋଲି। ବର୍ତ୍ତମାନ ଆମ ରାଜ୍ୟର ସବୁ ବିଦ୍ୟାଳୟରେ ସିବିଏସଇ ସ୍କୁଲ ଭଳି ସିସିଟିଭି କ୍ୟାମେରା ଲାଗିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ