Saturday, April 4, 2026
29 C
Odisha

    ୪୦୦ସ୍କୁଲରେ ବୋମା ଥିବାର ମିଥ୍ୟା କଲ କରିଥିବା ପିଲାକୁ ଧରିଲା ପୁଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ୪୦୦ସ୍କୁଲରେ ବୋମା ଥିବା ନେଇ ମିଥ୍ୟା କଲ କରିଥିବା ପିଲାକୁ କାବୁ କରିଛି। ଏହି ଘଟଣାକୁ ପୁଲିସ ଗମ୍ଭୀରତାକୁ ସହ ନେଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଯେଉଁ ପିଲାକୁ ପୁଲିସ କାବୁ କରିଛି ଉକ୍ତ ପିଲାର ପରିବାର ଏକ ଏନଜିଓ ସହିତ ସମ୍ପର୍କରେ ଅଛନ୍ତି।  ଏହି ଏନଜିଓ ଅଫଜଲ ଗୁରୁକୁ ଦିଆଯାଇଥିବା ଫାଶୀଦଣ୍ଡର ବିରୋଧ କରୁଥିଲା। ପୁଲିସ ଯାଞ୍ଚ କରି ଏହା ଜାଣିବା ପାଇଁ ଚେଷ୍ଟା କରୁଛି କି ଜାଣିଶୁଣି ଆଇନ ବ୍ୟବସ୍ଥାକୁ ଖରାପ କରିବା ପାଇଁ କେହି ଯୋଜନାବଦ୍ଧ ଭାବେ ଶିଶୁ ଦ୍ବାରା ଏଭଳି ମେଲ ଓ କଲ କରାଉ ନାହିଁ ତ? କାରଣ ପିଲା ଜଣକ ମେଲ ପାଇଁ ଯେଉଁ ଭଳି ଟେକ୍ନିକାଲ ଶବ୍ଦ ବ୍ୟବହାର କରିଛି ତାହା ଜଣେ ଚାଲକ ଚତୁର ଲୋକଙ୍କ ପରାମର୍ଶରେ ଲେଖାଯାଇଥିବା ଭଳି ଲାଗୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ