ଆଜି କରୋନାରେ ୧୪ଜଣଙ୍କର ମୃତ୍ୟୁ

ଆଜି କରୋନାରେ ୧୪ଜଣଙ୍କର ମୃତ୍ୟୁ

ରାଜ୍ୟରେ ଆଜି କରୋନାରେ ୧୪ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ହୋଇଛି।

Regret to inform the demise of fourteen #COVID19 positive patients while under treatment in hospitals.

1. A 49-year old male of Bhubaneswar who was also suffering from Chronic Kidney Disease & hypertension.

2. A 52-year old male of Bhubaneswar.

— H & FW Dept Odisha (@HFWOdisha) October 18, 2020

ସେହିପରି କଟକରୁ ଦୁଇଜଣ, ଜଗତସିଂହପୁରରୁ ଦୁଇଜଣ, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୩୫ରେ ପହଞ୍ଚିଛି।