ରାଜ୍ୟ
ଦେଶ-ବିଦେଶ
ଅପରାଧ
ବାଣିଜ୍ୟ
ମନୋରଞ୍ଜନ
ରାଜନୀତି
କ୍ରୀଡ଼ା
ଶିକ୍ଷା ଓ ନିଯୁକ୍ତି
ଧର୍ମ
ସ୍ୱତନ୍ତ୍ର
Search
Facebook
Twitter
Youtube
Facebook
Twitter
Youtube
Wednesday, November 11, 2026
24.1
C
Odisha
About Us
Contact Us
Privacy Policy
Facebook
Twitter
Youtube
ରାଜ୍ୟ
ଅନୁଗୁଳ
କଟକ
କନ୍ଧମାଳ
କଳାହାଣ୍ଡି
କେଉଁଝର
କେନ୍ଦ୍ରାପଡା
କୋରାପୁଟ
ଖୋର୍ଦ୍ଧା
ଗଜପତି
ଗଞ୍ଜାମ
ଜଗତସିଂହପୁର
ଝାରସୁଗୁଡା
ଢେଙ୍କାନାଳ
ଦେଓଗଡ
ନବରଙ୍ଗପୁର
ନୟାଗଡ
ନୂଆପଡା
ପୁରୀ
ବରଗଡ଼
ବଲାଙ୍ଗୀର
ବାଲେଶ୍ୱର
ବୌଦ୍ଧ
ଭଦ୍ରକ
ମୟୁରଭଞ୍ଜ
ମାଲକାନଗିରି
ରାୟଗଡା
ସମ୍ବଲପୁର
ସୁନ୍ଦରଗଡ
ସୋନପୁର
ଯାଜପୁର
ଦେଶ-ବିଦେଶ
ଅପରାଧ
ବାଣିଜ୍ୟ
ମନୋରଞ୍ଜନ
ରାଜନୀତି
କ୍ରୀଡ଼ା
ଶିକ୍ଷା ଓ ନିଯୁକ୍ତି
ଧର୍ମ
ସ୍ୱତନ୍ତ୍ର
type here...
Search
UK
ରାଜ୍ୟ
ଅନୁଗୁଳ
କଟକ
କନ୍ଧମାଳ
କଳାହାଣ୍ଡି
କେଉଁଝର
କେନ୍ଦ୍ରାପଡା
କୋରାପୁଟ
ଖୋର୍ଦ୍ଧା
ଗଜପତି
ଗଞ୍ଜାମ
ଜଗତସିଂହପୁର
ଝାରସୁଗୁଡା
ଢେଙ୍କାନାଳ
ଦେଓଗଡ
ନବରଙ୍ଗପୁର
ନୟାଗଡ
ନୂଆପଡା
ପୁରୀ
ବରଗଡ଼
ବଲାଙ୍ଗୀର
ବାଲେଶ୍ୱର
ବୌଦ୍ଧ
ଭଦ୍ରକ
ମୟୁରଭଞ୍ଜ
ମାଲକାନଗିରି
ରାୟଗଡା
ସମ୍ବଲପୁର
ସୁନ୍ଦରଗଡ
ସୋନପୁର
ଯାଜପୁର
ଦେଶ-ବିଦେଶ
ଅପରାଧ
ବାଣିଜ୍ୟ
ମନୋରଞ୍ଜନ
ରାଜନୀତି
କ୍ରୀଡ଼ା
ଶିକ୍ଷା ଓ ନିଯୁକ୍ତି
ଧର୍ମ
ସ୍ୱତନ୍ତ୍ର
type here...
Search
Home
2026
Yearly Archives: 2026
ଦେଶ-ବିଦେଶ
ଡିଜିଟାଲ ଆରେଷ୍ଟ ଓ ଅନ୍ୟ ସାଇବର ଠକେଇ ନିୟନ୍ତ୍ରଣ ପ୍ରସଙ୍ଗ; ହ୍ବାଟ୍ସଆପ୍ ଠାରୁ ପ୍ରସ୍ତାବ ଲୋଡ଼ିଲେ ସୁପ୍ରିମକୋର୍ଟ
Hemant
-
November 11, 2026
0
ଦେଶ-ବିଦେଶ
ଆବୁଧାବିରେ ରୁଷ୍-ୟୁକ୍ରେନ ଶାନ୍ତି କଥାବାର୍ତ୍ତା
Hemant
-
November 11, 2026
0
ଦେଶ-ବିଦେଶ
ରୁପା ଦାମ୍ ସ୍ଥିର ଥିଲାବେଳେ କମିଲା ସୁନା ଦର, ଜାଣି ନିଅନ୍ତୁ ମୂଲ୍ୟ
Hemant
-
November 11, 2026
0
ରାଜ୍ୟ
୪,୭୦୮ କୋଟିର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ, ୫ ବଡ଼ ଚ୍ୟାଲେଞ୍ଜ
Hemant
-
November 11, 2026
0
ରାଜ୍ୟ
ଗୋହାଟୀ ନିକଟରେ ଟ୍ରେନ୍ ଦୁର୍ଘଟଣା, ରେଳ ଧାରଣାରୁ ଖସିଲା ୭ଟି ବଗି
Hemant
-
November 11, 2026
0
ରାଜ୍ୟ
ଡିଭାଇଡରକୁ ପିଟି ହୋଇ ରାସ୍ତା କଡକୁ ଖସିଲା ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବସ୍, ଫସି ରହିଲେ ୪୫ ଯାତ୍ରୀ
Hemant
-
November 11, 2026
0
ରାଜ୍ୟ
ଆଜି ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ
Hemant
-
November 11, 2026
0
ସ୍ୱତନ୍ତ୍ର
ଫ୍ରିଜ୍ ପଛରେ କାହିଁକି ଥାଏ କଳା ଜାଲି? ଜାଣନ୍ତୁ ଏହାର ପ୍ରକୃତ କାମ
Hemant
-
November 11, 2026
0
ସ୍ୱତନ୍ତ୍ର
ପ୍ଲାଷ୍ଟିକ୍ ଚେୟାରରୁ ଧଳା ଦାଗ ଓ ହଳଦିଆପଣ ଦୂର କରିବାର ସହଜ ଘରୋଇ ଉପାୟ
Hemant
-
November 11, 2026
0
ସ୍ୱାସ୍ଥ୍ୟ
ନିୟମିତ ରୂପରେ ଫଳ ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ମଧ୍ୟ ନିୟମିତ ଫଳ ଖାଇବା ପାଇଁ ପରାମର୍ଶ ଦିଅନ୍ତି ଏବଂ ପ୍ରତିଦିନ ସେଓ ଖାଇବା ପାଇଁ ମଧ୍ୟ କୁହାଯାଏ । ମାତ୍ର ହୁଏତ ସଭିଏଁ ଜାଣିନଥିବେ ଏପରି ଏକ ଫଳ ରହିଛି, ଯାହା ସେଓଠାରୁ ମଧ୍ୟ ଅଧିକ ଶରୀର ପାଇଁ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ କ’ଣ? ଫଳଟି ହେଉଛି ପିଜୁଳି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପିଜୁଳି ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୁତ ରହିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍ ସି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ମଧ୍ୟ ହୋଇଥାଏ । ଖାଲି ଏତିକି ନୁହେଁ ଆପଣ ଜାଣିଛନ୍ତି କି ପିଜୁଳୀ ଠାରୁ ପିଜୁଳି ପତ୍ର ମଧ୍ୟ ଶରୀର ପାଇଁ ବେସ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପତ୍ରର କିଛି ଖାସ୍ ଜିନିଷ ବିଷୟରେ । ୧) ପାଚନ ଶକ୍ତିକୁ ଉନ୍ନତ କରେ : ପିଜୁଳି ପତ୍ର ଏସିଡିଟି ହ୍ରାସ କରିଥାଏ ଏବଂ ପେଟ ଫୁଲିବା ଭଳି ପାଚନ ସମସ୍ୟାରେ ମୁକ୍ତି ମଧ୍ୟ ଦେଇଥାଏ । ୨) ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ : ପିଜୁଳି ପତ୍ରରେ ଥିବା ଭିଟାମିନ୍ ଥିବା ଭିଟାମିନ୍ ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ହାଇ ଲେଭଲ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦ୍ରୁଢ଼ କରିବାରେ ସାହାଯ୍ୟ ମଧ୍ୟ କରିପାରେ । ୩) ସ୍କିନ୍ ସମସ୍ୟା ଦୂର ହୁଏ : ଏଥି ସହ ପିଜୁଳି ପତ୍ରରେ ଥିବା ଆଣ୍ଟଅକ୍ସଡାଣ୍ଟ ଗୁଣ ଯୋଗୁଁ ମୁହଁରେ ହେଉଥିବା ବ୍ରଣ ଏବଂ କଳା ଦାଗ ଭଳି ସମସ୍ୟାକୁ ଦୂର କରିପାରିବ । ଏଥି ସହ ଯଦି ଆପଣ ପିଜୁଳି ପତ୍ର ଖାଆନ୍ତି, ତେବେ ଆପଣଙ୍କର ଫେସ୍ ଦିନକୁ ଦିନ ଗ୍ଲୋ କରିବା ଆରମ୍ଭ କରିବ । ୪) ଦାନ୍ତ ପାଇଁ ଲାଭଦାୟକ : ଜାଣିରଖନ୍ତୁ ଯେ, ପିଜୁଳି ପତ୍ର ଚୋବାଇଲେ ଦାନ୍ତ ବିନ୍ଧା ଏବଂ ମାଢ଼ି ସମସ୍ୟା କମ ହୋଇପାରିବ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମାଢ଼ି ରୋଗ, ଦାନ୍ତ ବିନ୍ଧା ଏବଂ ପାଟି ଦୁର୍ଗନ୍ଧକୁ ରୋକିବାରେ ସାହାଯ୍ୟ କରେ । ୫) ଋତୁସ୍ରାବ ଯନ୍ତ୍ରଣା ଦୂର କରେ : ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଋତୁସ୍ରାବ ସମୟରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଏଥି ସହ ବହୁତ କଷ୍ଟ ମଧ୍ୟ ହୋଇଥାଏ । ହେଲେ ପିଜୁଳି ପତ୍ର ଆପଣଙ୍କର ଏହି ସମସ୍ୟାମୁ ଦୂର କରିବ । ପିଜୁଳି ପତ୍ର ଋତୁସ୍ରାବ ଯନ୍ତ୍ରଣା ପାଇଁ ଲାଭଦାୟକ ହୋଇପାରେ, ଏହା ଯନ୍ତ୍ରଣାର ତୀବ୍ରତା ହ୍ରାସ କରିବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥି ସହ ଯଦି ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିବାକୁ ଚାହୁଁଛନ୍ତି, ତେବେ ପିଜୁଳି ପତ୍ର ସେବନ କରନ୍ତୁ । ମିଳିବ ଏହିପରି ଗଜବ ଫାଇଦା ।
Hemant
-
November 11, 2026
0
1
2
3
...
509
Page 1 of 509
Odisha
clear sky
enter location
24.1
°
C
24.1
°
24.1
°
77 %
1.5kmh
4 %
Wed
22
°
Thu
27
°
Fri
26
°
Sat
27
°
Sun
27
°