ଭୁବନେଶ୍ୱରରୁ ୩୬୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍ରୁ ୧୧୬ ଓ ଲୋକାଲ କଣ୍ଟାକ୍ଟ କେସ ୨୪୯ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୩୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected #COVID19 cases in the last
— BMC (@bmcbbsr) October 6, 2020
24 hrs under the BMC area on 6th Oct 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/F5gqfp2YeS
ବଡ଼ଗଡ଼ରୁ ୩, ବାପୁଜୀ ନଗରରୁ ୩, ବରମୁଣ୍ଡାରୁ ୬, ବିଜେବି ନଗରରୁ ୪, ବମିଖାଲରୁ ୫, ଚନ୍ଦ୍ରଶେଖରପୁରରୁ ୪, ଚକେଇଶିଆଣିରୁ ୩, ପଟିଆରୁ ୨୨, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୯, ଖାରବେଳ ନଗରରୁ ୪, ଶେଳଶ୍ରୀ ବିହାରରୁ ୬, ଜୟଦେବ ବିହାରରୁ ୩, ଜାଗମରାରୁ ୩, ଘାଟିକିଆରୁ ୪, ଓଲଡ୍ ଟାଉନ୍ରୁ ୪, ପାତ୍ରପଡ଼ାରୁ ୮, ରସୁଲଗଡ଼ରୁ ୭, ସାଲିଆ ସାହିରୁ ୪, ସତ୍ୟନଗରରୁ ୭, ସହିଦ ନଗରରୁ ୧୨, ନୟାପଲ୍ଲୀରୁ ୧୯, ନୀଳାଦ୍ରି ବିହାରରୁ ୩, ଫରେଷ୍ଟ ପାର୍କରୁ ୪, ୟୁନିଟ୍-୯ରୁ ୪, ୟୁନିଟ୍-୮ରୁ ୭, ୟୁନିଟ୍-୬ରୁ ୪, ୟୁନିଟ୍-୪ରୁ ୪, ୟୁନିଟ୍-୩ରୁ ୭ ଲୋକାଲ୍ କେସ ଚିହ୍ନଟ ହୋଇଛି।
Comments (0)