୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ

୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ

ମୋହନା, ୨୭/୧୧: ୧୮ କେଜି ଓଜନର ବଜ୍ରକlପ୍ତl  ଉଦ୍ଧାର । ମୋହନା ବନ ବିଭାଗ ଏହି ବଜ୍ରାପ୍ତାକୁ ଉଦ୍ଧାର କରିଛି ।

ଅଡବା ଥାନା ଗୁରୁଝୁଳି ପଞ୍ଚାୟତ ଚିଡାଙ୍ଗପଙ୍କl ଗାଁରୁ ଏହାକୁ ଜବତ କରାଯାଇଛି । ଏହାସହ ୨ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ଶୁକ୍ରବାର ବିଳମ୍ବିତ ରାତିରେ ସେହି ଗାଁରେ ବଜ୍ରକlପ୍ତl ବିକ୍ରି ହେଉଥିବା ଖବର ପାଇଥିଲା ବନ ବିଭାଗ। ଏହାପରେ ଅଡବl ଥାନା ପୋଲିସ ମିଳିତ ଚଢ଼ଉ କରିଥିଲେ ।

ବର୍ତ୍ତମାନ ଗଜପତି ଏସିଏଫ ମୋହନାରେ ପହଞ୍ଚି ତଦନ୍ତ କରୁଛନ୍ତି । ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣା ପଡିବ ବୋଲି କହିଛନ୍ତି ।